1.IIFL ଲୁଟ ଘଟଣାର ଫର୍ଦ୍ଦାଫାସ, କମିଶନରେଟ ପୋଲିସକୁ ଡିଜିପିଙ୍କ ପ୍ରଶଂସା
2.ଓଡିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ ଗୃହରେ ଆଗତ, ବିରୋଧ କଲା କଂଗ୍ରେସ
3. ଆତ୍ମହତ୍ୟା ଉଦ୍ୟମ ପରେ ମୁହଁ ଖୋଲିଲେ ପରୀର ମା’
4.ଆତଙ୍କବାଦ ଲିଙ୍କ୍ରେ PDP ନେତା ୱାହିଦ ପର୍ରାକୁ ଗିରଫ କଲା NIA
5.କୃଷକଙ୍କ ଦିଲ୍ଲୀ ମାର୍ଚ ରୋକିବାକୁ ହରିୟାଣା ସୀମା ସିଲ, କୁରୁକ୍ଷେତ୍ରରେ ପାଣି ମାଡ
ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
6.ପଞ୍ଚୁକ ବ୍ରତ ଆରମ୍ଭ, ଡଙ୍ଗା ଭସା ଉପରେ ଲାଗିଲା କଟକଣା
7.ପରୀ ହତ୍ୟା ମାମଲା: ସୋସିଆଲ ମିଡିଆରେ ଘୁରି ବୁଲୁଛି ମନ୍ତ୍ରୀ-ସରପଞ୍ଚଙ୍କ ଅଡିଓ
8.କୋରୋନାକୁ ରୋକିବା ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ, ବଢିବ କଣ୍ଟେନମେଣ୍ଟ ଜୋନ
9.ଆମେରିକାଠୁ ଲିଜ୍ରେ ଆସିଲା ଡ୍ରୋନ, ଡ୍ରାଗନ ଛାତିରେ ଛନକା
ଆମେରିକା କମ୍ପାନୀଠୁ ଲିଜ୍ରେ ଅଣାଯାଇଥିବା ଦୁଇଟି ପ୍ରିଡେଟର ଡ୍ରୋନକୁ ଭାରତୀୟ ନୌସେନାରେ କରାଯାଇଛି ସାମିଲ ।
10.ପରଲୋକରେ ରାଜସ୍ଥାନର ପୂର୍ବତନ ଅର୍ଥମନ୍ତ୍ରୀ