ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ମୁଖ୍ୟ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 10, 2022, 9:05 AM IST

1.Cyclone Asani Update: ଗୋପାଳପୁର ଠାରୁ 510 କିଲୋମିଟର ଦୂରରେ ବାତ୍ୟା ଅସାନି

ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଅସାନି ଭୀଷଣ ବାତ୍ୟାର ରୂପ ନେଇଛି । ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି 12 କିମି ରହିଛି ।

2.Shopian Encounter: ଏନକାଉଣ୍ଟରରେ ୨ ସୁରକ୍ଷାକର୍ମୀ ଆହତ

ସୋପିଆନାରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।

3.Cloudburst in Budgam: ବାଦଲଫଟା ବର୍ଷାରେ ଗୋଟିଏ ପରିବାରର ୩ ମୃତ

ଜମ୍ମୁକାଶ୍ମୀରର ବୁଡଗାମ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

4.ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟରେ ବିସ୍ଫୋରଣ

ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟରେ ବିସ୍ଫୋରଣ । ଗୁଇନ୍ଦା ମୁଖ୍ୟାଳୟରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ ମାଡ କରାଯାଇଥିବା ସୂଚନା ।

5.ପ୍ରତିଷ୍ଠା ହେବ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ, ସ୍ବାକ୍ଷରିତ ହେଲା ଚୁକ୍ତିପତ୍ର

ଓଡ଼ିଶାରେ ପ୍ରତିଷ୍ଠା ହେବ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ । ଏନେଇ ଆଜି ଜଙ୍ଗଲ ବିଭାଗ, ବାଙ୍ଗାଲୋର କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଏବଂ ଓଡ଼ିଶା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ମିଳିତ ଭାବେ ସ୍ୱାକ୍ଷରିତ ହୋଇଛି ।

6.Brajarajnagar Bypoll: ପ୍ରଦୀପ ପୁରୋହିତଙ୍କ ପୂର୍ବାନୁମାନ, ବିଜୟୀ ହେବ BJP

୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ଏହି ନିର୍ବାଚନ ମଣ୍ଡଳୀର ବିଧାୟିକା ଥିଲେ । ଫଳରେ ବିଜୟ ନେଇ ଆଶାବାଦୀ BJP ।

7.ଚୀନ ସୀମା ବିବାଦ ଜାରି ରଖିବାକୁ ଚାହୁଁଛି: ସ୍ଥଳସେନା ମୁଖ୍ୟ

କୌଣସି ମତେ ସୀମା ବିବାଦ ଜାରି ରଖିବାକୁ ଚାହୁଁଛି ଚୀନ । ସୀମାରେ ବିବାଦ ଜାରି ରଖିବାକୁ ବେଜିଂର ଉଦ୍ଦେଶ୍ୟ । କିନ୍ତୁ ଭାରତୀୟ ସେନା ସବୁ ସ୍ଥିତିର ମୁକାବିଲା ପାଇଁ ସକ୍ଷମ ।

8.ସାମାଜିକ ସୁରକ୍ଷା ଯୋଜନା, ସମସ୍ତ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା । ଏହା ବାବଦରେ ଅତିରିକ୍ତ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

9.ନିଯୁକ୍ତି ପାଇଲେ 55 ଡାକ୍ତର, ସୁଧୁରିବ ସ୍ବାସ୍ଥ୍ୟ ସେବା

ସୁଲଭ ଗୁଣବତ୍ତା ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ନିଯୁକ୍ତି ପାଇଛନ୍ତି 55 ଡାକ୍ତର, 59 ପାରାମେଡିକ୍ସ ।

10.IPL 2022: ମୁମ୍ବାଇକୁ ଆଉଏକ ପରାଜୟର ସ୍ବାଦ ଚଖାଇଲା କୋଲକାତା

ମୁମ୍ବାଇକୁ ବିଜୟ ଦେଇପାରିଲାନି ବୁମରାଙ୍କ ଘାତକ ବୋଲିଂ । ବ୍ୟାଟିଂ ବିଫଳତା ଯୋଗୁଁ ସବୁ ଫସର ଫାଟିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.