ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର...

TOP NEWS@9 PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 9, 2021, 9:02 PM IST

Updated : Mar 9, 2021, 9:10 PM IST

1-ପାରାଦ୍ବୀପରେ ହେବ ପ୍ଲାଷ୍ଟିକ ପାର୍କ, ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ

ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ।

2-କଳାହାଣ୍ଡି, ସୁନ୍ଦରଗଡ଼ ପରେ ଏବେ ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ, ବିରୋଧୀ କଲେ ଟାର୍ଗେଟ

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ । 4000 କୋଟି ଟଙ୍କାର ବିକାଶମୂଳକ ପ୍ୟାକେଜର ଘୋଷଣା କରିବେ । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ନବୀନଙ୍କ ନୂଆପଡା ଗସ୍ତକୁ ନେଇ ଟାର୍ଗେଟ କରିଛନ୍ତି ।

3-ନିୟନ୍ତ୍ରଣକୁ ଆସୁଛି ନିଆଁ, ସହଯୋଗ ପାଇଁ ଜନସାଧାରଣଙ୍କୁ ଅନୁରୋଧ

ଗତ 24 ଘଣ୍ଟା ମଧ୍ୟରେ ନିଆଁ ଲିଭା କାର୍ଯ୍ୟ ଅଗ୍ରଗତି ହେଉଛି ଏବଂ ନିୟନ୍ତ୍ରଣକୁ ଆସୁଛି ବୋଲି ରାଜ୍ୟରେ ନିଆଁ ଲିଭା ପାଇଁ ଗଠନ କରାଯାଇଥିବା ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି ।ଜନସାଧାରଣଙ୍କୁ ସହଯୋଗ ପାଇଁ କଲେ ଅନୁରୋଧ ।

4-ରାଜଧାନୀରେ ଏମିତି ଠକୁଛନ୍ତି ବିଲଡର, ଠକେଇ କରି ବନ୍ଧାହେଲା ବିଲଡର

ଋଣ ନେଇ ବ୍ଯାଙ୍କ ଟଙ୍କାରେ ଫ୍ଲାଟ ନିର୍ମାଣ କଲେ। ଋଣ କରିଥିବା ଲୋକକୁ ଫ୍ଲାଟ ନ ଦେଇ ବିଲଡର ଅନ୍ଯକୁ ବିକିଦେଲେ । ଏମିତି ଢଙ୍ଗରେ ଠକେଇ କରିଥିବା ଠକ ବିଲଡରକୁ ଗିରଫ କରିଛି କମିଶନରେଟ ପୋଲିସ।

5-ଡାକ୍ତରଙ୍କ ଘରେ କଳାକନା ବୁଲାଇ ଟଙ୍କା ଓ ଲାପଟପ ନେଇଗଲେ ଦୁବୃର୍ତ୍ତ

ରାଜଧାନୀରେ ଚୋରଙ୍କ ଉତ୍ପାତ। ଡାକ୍ତରଙ୍କୁ ବୁଲେଇଲେ କଳାକନା। ନେଇଗଲେ ଟଙ୍କା ଓ ଟ୍ୟାବ ସହ ଲାପଟପ। ଛାଡିଲେନି ପାଣି ଟ୍ୟାପ ଓ ଗ୍ୟାସ ବର୍ଣ୍ଣର।

6-ଚଣ୍ଡିପାଠରୁ ସଂଘର୍ଷର ସ୍ମରଣ, ନନ୍ଦିଗ୍ରାମରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଦିଦିଙ୍କ ରଣହୁଙ୍କାର

ହଟସିଟ ନନ୍ଦିଗ୍ରାମରେ ରଣହୁଙ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 10 ମାର୍ଚ୍ଚ ବୁଧବାର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ ମମତା ।

7-ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ, ମୋହନ ଡେଲକରଙ୍କ ମୃତ୍ୟୁ ପଛରେ ପ୍ରଶାସକ !

ସାଂସଦ ମୋହନ ଡେଲକର ନିଜ ସୁଇସାଇଡ ନୋଟରେ ଦାଦରା ଓ ନଗର ହାବେଳିର ପ୍ରଶାସକ ପ୍ରଫୁଲ୍ଲ ଖେଡା ପଟେଲଙ୍କ ନାଁ ଲେଖିଥିବା ଖୁଲାସା କରିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ।

8-2048 ଅଲମ୍ପିକ ଆୟୋଜନ ଲକ୍ଷ୍ୟରେ ଦିଲ୍ଲୀ: ମନୀଷ ଶିସୋଦିଆ

1896 ଗ୍ରୀସ୍‌ ‌, ଆନ୍ଥେନରୁ ଅଲମ୍ପିକ ଆରମ୍ଭରୁ ଥରେ ମଧ୍ୟ ଅଲମ୍ପିକ ଟର୍ଚ୍ଚ ଦିଲ୍ଲୀରେ ଦେଖାଯାଇନାହିଁ । 2021-22 ଦିଲ୍ଲୀ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ସମୟରେ ଶିସୋଦିଆ କହିଛନ୍ତି, କ୍ରୀଡାକୁ ନେଇ ଏକ ବଡ ସ୍ବପ୍ନ ରହିଛି ।

9-ଟୋକିଓ ଅଲମ୍ପିକ୍ସରେ ବିଦେଶୀ ଦର୍ଶକଙ୍କୁ ବାରଣ !

ଆଗାମୀ ଟୋକିଓ ଅଲମ୍ପିକ୍ସ ଓ ପାରାଅଲମ୍ପିକ୍ସରେ ରହିବେନି ବିଦେଶୀ ଦର୍ଶକ ।

10-ଅନନ୍ୟାଙ୍କୁ ପୁଅ କହିଲେ ଟ୍ରୋଲର୍ସ, ଅଭିନେତ୍ରୀଙ୍କ କଡା ଜବାବ

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଫିଲ୍ମରେ ତାଙ୍କ ଅଭିନୟ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ଆସିଥାନ୍ତି । ଏବେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ।

Last Updated : Mar 9, 2021, 9:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.