1-ଓଡ଼ିଶା ଲୋକାୟୁକ୍ତ ଅଧିନିୟମ, ୨୦୧୪ର ସଂଶୋଧନ
2-ଅଣାୟତ୍ତ ଶିମିଳିପାଳ ନିଆଁ: ରାଜ୍ୟ ସରକାରଙ୍କୁ ଦାୟୀ କଲେ ବିଧାୟକ
ପୁଣି ଶିମିଳିପାଳର 90ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ।
3-ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିରେ ପ୍ରତିକ୍ରିୟା ରଖିଲେ ପିନାକୀ ମିଶ୍ର
4-ପଶ୍ଚିମବଙ୍ଗ ନିର୍ବାଚନ: ନନ୍ଦିଗ୍ରାମରୁ ଲଢିବେ ଶୁଭେନ୍ଦୁ ଅଧିକାରୀ
5-'ଗରବୋ ସୋନାର ବାଙ୍ଗଲା' ଗୀତ ଗାଇ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିବ ବିଜେପି
6-ରାଜ୍ୟର ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା
ଓଡିଶା ଚାଷୀଙ୍କ ଲାଗି ଖୁସି ଖବର । ଏଣିକି ରାଜ୍ୟର ଚାଷୀ ପାଇବେ ପିଏମ କିଷାନ ଯୋଜନାର ଲାଭ ।
7-ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 10,187 ନୂଆ ମାମଲା
ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ 10,187 ନୂତନ କୋଭିଡ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି ।
8-ଆସାମ ଏଏସପି ହତ୍ୟା ମାମଲା, 7 ବର୍ଷ ପରେ 3 ବୋଡୋ ଆତଙ୍କୀଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ
9-ଅପରାଜେୟ ଭାରତ, କ୍ରମାଗତ 13ତମ ଘରୋଇ ଟେଷ୍ଟ ସିରିଜ ବିଜୟ
ବର୍ଷ 2013 ଠାରୁ ଘରୋଇ ଟେଷ୍ଟ ସିରିଜରେ ଅପରାଜେୟ ରହିଛି ଟିମ ଇଣ୍ଡିଆ ।
10-ତାପସୀଙ୍କୁ ‘ଶସ୍ତା’ କହିଲେ କଙ୍ଗନା