ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9 AM
author img

By

Published : Oct 12, 2022, 9:04 AM IST

1.ଆହ୍ଲାବାଦ HCଙ୍କ ବଡ଼ ରାୟ, ପ୍ରଥମ ପତ୍ନୀଙ୍କ ଦାୟିତ୍ବ ତୁଲାଇବାରେ ଅସମର୍ଥ ମୁସଲିମଙ୍କୁ ଦ୍ବିତୀୟ ବିବାହ ମନା

ପ୍ରଥମ ପତ୍ନୀଙ୍କ ଦାୟିତ୍ବ ତୁଲାଇବାରେ ଅସମର୍ଥ ମୁସଲିମଙ୍କୁ ଦ୍ବିତୀୟ ବିବାହ କରିବାକୁ ଅନୁମତି ନଥିବା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

2.ଭିଜିଲାନ୍ସ ପଞ୍ଝାରେ କିରାଣୀ, ଏକକାଳୀନ 5ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗଙ୍ଗାଧର ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ।

3.ମିଳିଲାନି ଗାଡି, ବାଇକରେ ପୁଅ ମୃତଦେହ ବୋହିଲେ ବାପା

ହସ୍ପିଟାଲରେ ମିଳିଲାନି ଗାଡି । ବାଇକରେ ୭ ବର୍ଷୀୟ ପୁଅର ମୃତଦେହ ବୋହିଲେ ବାପା ।

4.ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ DCPଙ୍କୁ ନିର୍ଦ୍ଦେଶ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ।

5.FIFA U-17 Womens WC: ଷ୍ଟାଡିୟମକୁ ମିଳିଲାନି ଏଣ୍ଟ୍ରି, ସରକାରଙ୍କ ଉପରେ ବର୍ଷିଲେ ସୁର

କଳିଙ୍ଗ ଷ୍ଟାଡିୟମରେ 17 ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ଆରମ୍ଭ ହୋଇଛି । ମ୍ୟାଚ ଦେଖିବାକୁ ଜଟଣୀ ବିଧାୟକ ସୁର ରାଉତରାୟ ଯିବା ସମୟରେ ତାଙ୍କୁ ଗେଟ ପାଖରେ ଅଟକା ଯାଇଥିଲା ।

6.ଝାରସୁଗୁଡାରେ ନିର୍ମାଣଧିନ ହାର୍ଟ ହସ୍ପିଟାଲ ଆରମ୍ଭ ନେଇ ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା ଠାରେ ନିର୍ମାଣଧିନ ହାର୍ଟ ହସ୍ପିଟାଲ ଆରମ୍ଭ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ।

7.ନିର୍ବାଚନ ଜିତିଲେ ମାଗଣା ମେକଅପ୍ କିଟ୍ସ, ଗାଁରେ ଉଡିବ ହେଲିକପ୍ଟର

ସରପଞ୍ଚ ପ୍ରାର୍ଥୀଙ୍କ ଅଜବ ପ୍ରତିଶ୍ରୁତି । ନିର୍ବାଚନ ଜିତିଲେ ଗାଁରେ ସବୁ ମହିଳାଙ୍କୁ ମିଳିବ ମାଗଣା ମେକଅପ୍ କିଟ୍ସ । ପ୍ରତିଦିନ ମଦ୍ୟପଙ୍କୁ ମାଗଣାରେ ଦେବେ ମଦ ବୋତଲ ।

8.ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି, ଗବେଷଣା କରିବ RMRC

ବର୍ଜ୍ୟ ଜଳରୁ କୋଭିଡ ସ୍ଥିତି ଜାଣିବା ନେଇ ରାଜ୍ୟରେ ଗବେଷଣା କରିବ ଆରଏମଆରସି । ଏନେଇ ସୂଚନା ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

9.FIFA U-17 Womens World Cup: ଭାରତକୁ 8-0ରେ ପରାସ୍ତ କଲା ଆମେରିକା

ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌ ଅଭିଯାନ ଆରମ୍ଭରୁ ଭାରତ ପରାଜିତ ହୋଇଛି ।

10.MS Dhoni Production House: ଏବେ ଫିଲ୍ମ ଦୁନିଆରେ ଜଲଓ୍ୱା ଦେଖାଇବେ ମାହି, ଖୋଲିଲେ ପ୍ରଡକ୍ସନ ହାଉସ୍

ମହେନ୍ଦ୍ର ସିଂହ ଧୋନି ନିଜର ଏକ ପ୍ରଡକ୍ସନ୍ ହାଉସ୍ (MS Dhoni Production House) ଲଞ୍ଚ କରିଛନ୍ତି । ମାହି ତାଙ୍କ ପ୍ରଡକ୍ସନ୍ ହାଉସର ନାମ ଧୋନି ଏଣ୍ଟରଟେନମେଣ୍ଟ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.