ETV Bharat / bharat

TOP NEWS@5 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 5 PMର ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 25, 2021, 5:15 PM IST

1.ବାଲେଶ୍ବରରେ ପହଞ୍ଚିଲେ ଗ୍ୟାଙ୍ଗଷ୍ଟାର ହାଇଦରର ପତ୍ନୀ, ବ୍ୟବଚ୍ଛେଦ ପରେ ହସ୍ତାନ୍ତର ହେବ ମୃତଦେହ

ହାଇଦରର ମୃତଦେହ ନେବାକୁ ବାଲେଶ୍ବରେ ପହଞ୍ଚିଲେ ପତ୍ନୀ ।

2..ଟୋକିଓ ଅଲମ୍ପିକ୍‌ରୁ ବାଦ୍‌ ପଡିଲେ ବକ୍ସର ମନୀଷ କୌଶିକ

ଗ୍ରେଟ ବ୍ରିଟେନର ଲୁକ୍‌ ମେକର୍ମାକଙ୍କ ଠାରୁ ପୁରୁଷ ଲାଇଟ୍‌ୱେଟ ରାଉଣ୍ଡ ଅଫ ୩୨ରେ ହାରିଲେ ଭାରତୀୟ ବକ୍ସର ମନୀଷ କୌଶିକ ।

3..ବିଚ୍ ରାସ୍ତାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲା କୋଶଳ ସଙ୍ଗଠନ

ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାକୁ ଉପେକ୍ଷା କରାଯାଉଥିବା ନେଇ ବିଚ୍ ରାସ୍ତାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲା କୋଶଳ ସଙ୍ଗଠନ ।

4..Tokyo Olympics: ସନ୍ତରଣକାରୀ ମାନା ପଟେଲ ନିରାଶ

ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ଭାରତୀୟ ମହିଳା ସନ୍ତରଣକାରୀ ମାନା ପଟେଲ ନିରାଶ ।

5..ହିମାଚଳପ୍ରଦେଶରେ ଭୁସ୍ଖଖଳନ, ପୋଲ ଉପରେ ପଥର ପଡି ୯ ପର୍ଯ୍ୟଟକ ମୃତ

ହିମାଚଳପ୍ରଦେଶ କିନୌର ବଟସେରୀର ପାହାଡ ଧସି ୯ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି

6.Olympics: ମନୁଙ୍କୁ ମହଙ୍ଗା ପଡିଲା ପିସ୍ତଲରେ ଯାନ୍ତ୍ରିକ ତ୍ରୁଟି, ଫାଇନାଲରୁ ଅଳ୍ପକେ ବଞ୍ଚିତ

ମନୁ ଭାକର ବ୍ୟବହାର କରିଥିବା ପିସ୍ତଲରେ "circuit malfunction" ସମସ୍ୟା ଦେଖାଦେଇଥିଲା ।

7.ପୋଲିସ କନେଷ୍ଟବଳଠାରୁ AK-47 ଛଡାଇନେଲେ ଆତଙ୍କବାଦୀ

ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କଠାରୁ AK-୪୭ ବନ୍ଧୁକ ଛଡାଇ ନେଇଛନ୍ତି ଆତଙ୍କବାଦୀ ।

8..କାର୍ଗିଲ ହିରୋଙ୍କୁ ମନେ ପକାଇଲେ ମୋଦି

ମନ କି ବାତ'ର ୭୯ତମ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

9. Mann Ki Baat; ଓଡିଆ ପୁଅ ଇଶାକ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା

ମନ କି ବାତ'ର ୭୯ତମ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ସମ୍ବଲପୁର ଉପାନ୍ତ ଅଞ୍ଚଳ ବାବୁପାଲିକ ଇଶାକ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

1୦.କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ହେବା ନେଇ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.