ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Feb 13, 2021, 3:03 PM IST

1-ଲିଙ୍ଗରାଜ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଲିଙ୍ଗରାଜ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ବିଜେଡି ସାଂସଦ ।

2-କାର୍ଲାପାଟ ହାତୀ ମୃତ୍ୟୁ ଘଟଣା, ତଦନ୍ତ ପାଇଁ କଳାହାଣ୍ଡିରେ ସ୍ବତନ୍ତ୍ର ଟିମ

କାର୍ଲାପାଟ ଅଭୟାରଣ୍ୟରେ ୧୦ ଦିନ ମଧ୍ୟରେ ୪ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କଳାହାଣ୍ଡିରେ ପହଞ୍ଚିଲେ ଦୁଇ ଜଣିଆ ପ୍ରତିନିଧି ଦଳ ।

3-କୋଟିଆ ପରେ ଜୁମଡାଙ୍ଗ ଗାଁ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

କୋରାପୁଟର କୋଟିଆ ପରେ ମାଲକାନଗିରି ଜିଲ୍ଲାର ଜୁମଡାଙ୍ଗ ଗ୍ରାମରେ ଆନ୍ଧ୍ର ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଏହାକୁ ହାତେଇବାକୁ ଉଦ୍ୟମ କରୁଥବା ଦେଖିବାକୁ ମିଳିଛି ।

4-ମିଳୁନି ମିଲରଙ୍କ ଦେଖା, ଧାନମଣ୍ଡିରେ ପଡି ରହିଛି ଧାନ

ଧାନମଣ୍ଡିରେ ପଡିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ କିନ୍ତୁ ମିଲରଙ୍କ ଦେଖା ମିଳୁନାହିଁ । ଧାନ ବିକ୍ରି କରିବା ପାଇଁ ସରକାର ଖୋଲିଛନ୍ତି ମଣ୍ଡି ହେଲେ ଟୋକନ ଆସିନଥିବାରୁ ଧାନ କିଣାଯାଇ ପାରୁନାହିଁ ।

5-ମୋ ବସରେ ଯମରାଜ-ଚିତ୍ରଗୁପ୍ତ

ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଡ଼କ ସୁରକ୍ଷା ସଚେତନତା । ଆଜି କ୍ରୁଟ ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ମୋ ବସ୍ ଡିପୋରେ ନିଆରା ଭାବେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

6-4 ରାଜ୍ୟ ସମେତ ପୁଡୁଚେରୀକୁ 3 ହଜାର କୋଟି ଦେଲେ ସରକାର

ଗତବର୍ଷ ବାତ୍ୟା ଓ ବନ୍ୟା ପାଇଁ ସରକାର 4 ରାଜ୍ୟ ସମେତ ପୁଡୁଚେରୀକୁ 3,113.05 କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦେଇଛନ୍ତି ।

7-ପାକିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା 6.4 ରେକର୍ଡ

ଭୂକମ୍ପରେ ଥରିଲା ପାକିସ୍ତାନ। ରିକ୍ଟର ସ୍କେଲରେ ତୀବ୍ରତା 6.4 ରେକର୍ଡ। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି।

8-ଚେନ୍ନାଇ 2ୟ ଟେଷ୍ଟ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 106/3

ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଟେଷ୍ଟ ସିରିଜର 2ୟ ଟେଷ୍ଟ ମ୍ୟାଚ । ପ୍ରଥମେ ଟସ୍‌ ଜିତି ଭାରତ ବ୍ୟାଟିଂ ଜାରି ରଖିଛି । ତେବେ ଲଞ୍ଚ ବ୍ରେକ ସୁଦ୍ଧା ଭାରତୀୟ ଦଳ 3ଓ୍ବିକେଟ ହରାଇ 106ରନ୍‌ ସଂଗ୍ରହ କରିଛି ।

9-ଇଂଲଣ୍ଡ ଟି-20 ସିରିଜ ପୂର୍ବରୁ ସଞ୍ଜୁଙ୍କ ୟୋୟୋ ଟେଷ୍ଟ ପାସ୍‌

ଭାରତୀୟ ଟିମର ଯୁବ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍‌ ୟୋୟୋ ଟେଷ୍ଟ ପାସ୍‌ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପୂର୍ବରୁ ସଞ୍ଜୁଙ୍କ ଫିଟନେସ ଟେଷ୍ଟ ପାସ୍‌ କରିବା ଟିମ ଇଣ୍ଡିଆ ପାଇଁ ଶୁଭ ଖବର ।

10-ଡ୍ରାମା କୁଇନଙ୍କ ସମର୍ଥନରେ ଭାଇଜାନ, ଭାଇରାଲ ଭିଡିଓ

ପୁଣିଥରେ ରାକ୍ଷୀଙ୍କୁ ସମର୍ଥନ କରି ଅନ୍ୟ ପ୍ରତିଯୋଗୀଙ୍କ କଡା କ୍ଲାସ ନେବେ ସଲମାନ । ଶନିବାର ପ୍ରସାରିତ ହେବାକୁ ଯାଉଥିବା ‘ୱିକେଣ୍ଡ କା ୱାର’ର ନୂଆ ପ୍ରୋମୋ ଭିଡିଓ ରିଲିଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.