ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 11AM
ବର୍ତ୍ତମାନର ବଡ ଖବର
author img

By

Published : Nov 17, 2020, 11:03 AM IST

1-ଭାରତରେ କମିଛି ସଂକ୍ରମଣ, ଗୋଟିଏ ଦିନରେ 29164 ଆକ୍ରାନ୍ତ ଚିହ୍ନଟ

ଦେଶରେ କୋରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ବର୍ତ୍ତମାନ 88 ଲକ୍ଷ ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

2-ବଦ୍ରିନାଥଙ୍କୁ ଦର୍ଶନ କଲେ ୟୁପି ଓ ଉତ୍ତରାଖଣ୍ଡ ସିଏମ

ନଭେମ୍ବର 19ରେ ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ ଧାମ । ଏନେଇ ଦର୍ଶନ କରିଛନ୍ତି ଉତ୍ତରଖଣ୍ଡ ସିଏମଙ୍କ ସହ ଉତ୍ତରପ୍ରଦେଶ ସିଏମ ଯୋଗୀ ଆଦିତ୍ୟନାଥ ।

3-ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣା, ପାଞ୍ଚ ମୃତ

ପଞ୍ଜାବ ସାଙ୍ଗରୁର ସୁନାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ପାଞ୍ଚ ଜୀବନ ।

4-ଭୁବନେଶ୍ବରରେ ବାଘ ଛାଲ ଡିଲ୍, ବରମୁଣ୍ଡାରୁ ବେପାରୀ ଗିରଫ

ରାଜଧାନୀ ଭୁବନେଶ୍ବରରୁ ବାଘଛାଲ ଜବତ, ଜଣେ ଗିରଫ । ବରମୁଣ୍ଡା ଅଞ୍ଚଳରେ ଚଢାଉ କରି ଧରିଲା କ୍ରାଇମବ୍ରାଞ୍ଚ STF । ଗିରଫ ଅଭିଯୁକ୍ତଙ୍କ ଘର ମୟୁରଭଞ୍ଜ ଅଞ୍ଚଳରେ ସୂଚନା ।

4-ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପାନୀୟ ଜଳ ପ୍ରକଳ୍ପ ସମୀକ୍ଷା

ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ବସୁଧା ଯୋଜନାରେ ତିଆରି ହୋଇଥିବା ନିର୍ମାଣଧୀନ ଜଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ।

5-ନୟାଗଡର କଳାକାରଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ବୈଠକ

କଳାକାରମାନଙ୍କ ଉନ୍ନତି ପାଇଁ ନୟାଗଡ କଳାକାର ସଂଘର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି ।

6-ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ଜମି ବିବାଦକୁ ନେଇ ପାପଡାହାଣ୍ଡି ଥାନା ମହୁଲି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

8-ଆଶ୍ବସ୍ତ ଦିଲ୍ଲୀବାସୀ, 15 ଦିନ ପରେ ସୁଧୁରିଲା ବାୟୁ ଗୁଣବତ୍ତା

ଧୀରେ ଧୀରେ ସୁଧୁରୁଛି ଦିଲ୍ଲୀ ବାୟୁ ଗୁଣବତ୍ତା । ହାଲୁକା ବର୍ଷା ଏବଂ ଅନୁକୂଳ ପବନର ବେଗ ଯୋଗୁଁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଗୁରୁଗାଓଁରେ ବାୟୁ ଗୁଣବତ୍ତା ଯଥେଷ୍ଟ ଉନ୍ନତ ସ୍ତରରେ ପହଁଚିଛି ।

9-ଦିଲ୍ଲୀକୁ ଦୋହଲାଇବା ଯୋଜନା ପଣ୍ଡ, ସ୍ପେଶାଲ ସେଲ ଦ୍ବାରା ଦୁଇ ସନ୍ଦିଗ୍ଧ ଆତଙ୍କୀ ଗିରଫ

ଜାତୀୟ ରାଜଧାନୀ ଦିଲ୍ଲୀକୁ ଦୋହଲାଇବା ଯୋଜନା ପଣ୍ଡ ।2 ଜୈଶ-ଏ- ମହମ୍ମଦ ସଂଗଠନ ଆତଙ୍କବାଦୀଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ । 2ଟି ସେମୀ ଅଟୋମେଟିକ ପିସ୍ତଲ ସହ 10 ରାଉଣ୍ଡ ଜବତ ।

10-ନକ୍ସଲଙ୍କୁ ଧରିବାକୁ ଏନଆଇଏର ପୁରସ୍କାର ରାଶି ଘୋଷଣା

ନକ୍ସଲଙ୍କୁ ଧରିବାକୁ ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ନୂଆ ପ୍ରୟାସ ଆରମ୍ଭ କରିଛି। ଝାଡଖଣ୍ଡରେ ଅନେକ ନକ୍ସଲଙ୍କ ଉପରେ ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.