ଡେରାଡୁନ୍: ଉତ୍ତରାଖଣ୍ଡର କଂଗ୍ରେସ ନେତ୍ରୀ ଇନ୍ଦିରା ହ୍ରିଦେୟାସଙ୍କ ମୃତ୍ୟ ପରେ କିଏ ହେବ ରାଜ୍ୟର କଂଗ୍ରେସ ସଭାପତି ? ଏନେଇ ନୂଆଦିଲ୍ଲୀର ଉତ୍ତରାଖଣ୍ଡ କଂଗ୍ରେସ ପକ୍ଷରୁ ଏକ ବୈଠକ ବସିଥିଲା । ତେବେ ବୈଠକରେ ସୋନିଆ ଗାନ୍ଧୀଙ୍କୁ ରାଜ୍ୟ ପାଇଁ ନୂଆ ସିଏଲପି ନେତା ଚୟନ କରିବାକୁ କୁହାଯାଇଛି ।
-
Held a meeting of @INCUttarakhand Legislative Party to decide the new CLP leader for the State after the sudden demise of #IndiraHridyesh ji.
— Devender Yadav (@devendrayadvinc) June 28, 2021 " class="align-text-top noRightClick twitterSection" data="
It was unanimously decided to request Hon'ble @INCIndia President #SmtSoniaGandhi Ji to decide the same. pic.twitter.com/PxlGbOknPU
">Held a meeting of @INCUttarakhand Legislative Party to decide the new CLP leader for the State after the sudden demise of #IndiraHridyesh ji.
— Devender Yadav (@devendrayadvinc) June 28, 2021
It was unanimously decided to request Hon'ble @INCIndia President #SmtSoniaGandhi Ji to decide the same. pic.twitter.com/PxlGbOknPUHeld a meeting of @INCUttarakhand Legislative Party to decide the new CLP leader for the State after the sudden demise of #IndiraHridyesh ji.
— Devender Yadav (@devendrayadvinc) June 28, 2021
It was unanimously decided to request Hon'ble @INCIndia President #SmtSoniaGandhi Ji to decide the same. pic.twitter.com/PxlGbOknPU
ଏନେଇ ଉତ୍ତରାଖଣ୍ଡ କଂଗ୍ରେସ ଦାୟିତ୍ବରେ ଥିବା ଦେବେନ୍ଦ୍ର ଯାଦବ ଟ୍ବିଟ୍ କରି କହିଛନ୍ତି ଯେ ହ୍ରିଦେୟାସଙ୍କ ଅଚାନକ ଦେହାନ୍ତ ପରେ ରାଜ୍ୟ ପାଇଁ ନୂତନ CLP ନେତା ନିଷ୍ପତ୍ତି ନେବାକୁ INC ଉତ୍ତରାଖଣ୍ଡ ବିଧାନସଭା ଦଳର ଏକ ବୈଠକ ଆୟୋଜନ ହୋଇଥିଲା।
ତେବେ ଏହି ବୈଠକରେ 10 ଜଣ କଂଗ୍ରେସ ବିଧାୟକ ଯୋଗ ଦେଇଥିଲେ । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । 2017 ବିଧାନସଭା ନିର୍ବାଚନରେ 57 ଟି ଆସନ ବିଜେପି ଜିତିଥିବା ବେଳେ 70 ସଦସ୍ୟ ବିଧାନସଭାରେ କଂଗ୍ରେସ 11 ଟି ସିଟ୍ ଜିତିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ