ETV Bharat / bharat

ଦୀପାବଳି ପାଳନ କରିବାକୁ ଅପେକ୍ଷାରତ ସମଗ୍ର ଦେଶ, ପୂର୍ବ ସଂଧ୍ୟାରେ ଆଲୋକମାଳାରେ ଝଲସିଲା ଜାତୀୟ ଐତିହ

author img

By

Published : Oct 23, 2022, 11:08 PM IST

ଆସନ୍ତାକାଲି ଦୀପାବଳି ପାଳନ କରିବାକୁ ଅପେକ୍ଷାରତ ସାରା ଦେଶ । ଆଲୋକମାଳାରେ ସଜ୍ଜିତ ହୋଇଛି ରାଷ୍ଟ୍ରପତି ଭବନ ( Rashtrapati Bhavan illuminates in light) । ଅଧିକ ପଢନ୍ତୁ

ଦୀପାବଳି ପୂର୍ବରୁ ଆଲୋକମାଳାରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆଲୋକର ପର୍ବ ଦୀପାବଳି ପାଳନ କରିବା ପାଇଁ ଉତ୍ସାହିତ ସମଗ୍ର ଦେଶ । ତେବେ ଏହା ପୂର୍ବରୁ ପ୍ରାକ ଦିପାବଳୀ ପାଳନ ହେବା ମଧ୍ୟ ଆରମ୍ଭ ହୋଇ ସାରିଲାଣି । ରାମ ଜନ୍ମଭୂମି ଅଯୋଧ୍ୟାରେ ଦୀପୋତ୍ସବ ପାଳନ ଜାରି ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିଛନ୍ତି । ତେବେ ଦିପାବଳୀ ପୂର୍ବରୁ ଦେଶର ବିଭିନ୍ନ ସହରରେ ଥିବା ଜାତୀୟ ଐତିହ ଓ ସ୍ମାରକକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି ।

ଦିଲ୍ଲୀରେ ରାଷ୍ଟ୍ରପତି ଭବନ ସମେତ ଏକାଧିକ ସ୍ମାରକକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ସେହିପରି ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ମଧ୍ୟ ଏକାଧିକ ଐତିହ ଓ ଗୁରୁତ୍ବପୂର୍ଣ୍ଣ ଅଟ୍ଟାଳିକାକୁ ଆଲୋକମାଳାରେ ସଜ୍ଜା ଯାଇଛି । ମୁମ୍ବାଇର ଐତିହାସିକ ଗେଟ-ଓ୍ବେ ଅଫ ଇଣ୍ଡିଆ, ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ମଧ୍ୟ ଆଲୋକମାଳାରେ ସଜ୍ଜା ଯାଇଛି ।

ଆଲୋକମାଳାରେ ଝଲୁସୁଛି ଗେଟ-ଓ୍ବେ ଅଫ ଇଣ୍ଡିଆ
ଆଲୋକମାଳାରେ ଝଲୁସୁଛି ଗେଟ-ଓ୍ବେ ଅଫ ଇଣ୍ଡିଆ
ସଜେଇ ହୋଇଛି ବମ୍ବେ ଷ୍ଚକ ଏକ୍ସଚେଞ୍ଜ

ସେହିପରି ଦେଶର ପୂରାତନ ନଗରୀ କୋଲକାତା ମଧ୍ୟ ଆଲୋକମାଳାରେ ସଜ୍ଜିତ ହୋଇଛି । ସହରର ବିଭିନ୍ନ ମାର୍ଗରେ ଆଲୋକମାଳାରେ ଝଲସୁଛି ।

ଆଲୋକମାଳାରେ ସଜେଇ ହୋଇଛି କୋଲକତା
ଆଲୋକମାଳାରେ ସଜେଇ ହୋଇଛି କୋଲକତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.