ETV Bharat / bharat

ପ୍ରକାଶ ପାଇଲା CUET UG ପରୀକ୍ଷା ଫଳ

author img

By

Published : Sep 16, 2022, 1:33 PM IST

ପ୍ରକାଶ ପାଇଲା ଚଳିତ ବର୍ଷ ସିୟୁଇଟି ୟୁଜି ପରୀକ୍ଷା ଫଳ । ରେଜଲ୍ଚ ଦେଖିବା ପାଇଁ cuet.samarth.ac.in ୱେବସାଇଟ ଓପନ କରିପାରିବେ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ

cuet ug result
ପ୍ରକାଶ ପାଇଲା ସିୟୁଇଟି ୟୁଜି ପରୀକ୍ଷା ଫଳ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଅଣ୍ଡର ଗ୍ରାଜୁଏଟ କମନ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ କରିଛି । cuet.samarth.ac.in ୱେବସାଇଟ ଖୋଲି ଫଳ ଦେଖି ପାରିବେ ପରୀକ୍ଷାର୍ଥୀ । ଜୁଲାଇ 15 ଏବଂ ଅଗଷ୍ଟ 30ରେ 6ଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା। ଏନଟିଏ (National Testing Agency) ଦ୍ବାରା ପରୀକ୍ଷା ପରିଚାଳନା ହୋଇଥିଲା ।

ଏହା ବି ପଢନ୍ତୁ...ଜରିମାନା ଗଣିବ Dominos, ଜାଣନ୍ତୁ କାହିଁକି

ଦେଶରେ 259 ସହରରେ 489 ପରୀକ୍ଷା କେନ୍ଦ୍ରରେ ସିୟୁଇଟି ୟୁଜି 2022 ପରୀକ୍ଷା ହୋଇଥିଲା । 239 ସହରରେ 444 ପରୀକ୍ଷା କେନ୍ଦ୍ରରେ ସିୟୁଇଟି ୟୁଜି ପରୀକ୍ଷାରେ ଚତୁର୍ଥ ଏବଂ ଶେଷ ପର୍ଯ୍ୟାୟରେ 1,40,559 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମୋଟ 14, 90,000 ପରୀକ୍ଷାର୍ଥୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ । ପ୍ରଥମ ସ୍ଲଟରେ 8, 10,000 ଓ ଦ୍ବିତୀୟ ସ୍ଲଟରେ 6,80,000 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଏନଟିଏ ପକ୍ଷରୁ ସୂଚନା ମିଳିଛି । 90 ୟୁନିଭର୍ସିଟିରେ 54,555 ୟୁନିକ କମ୍ବିନେସନ ବିଷୟରେ ଆବେଦନ କରିଥିଲେ । 2,219 ପ୍ରଶ୍ନପତ୍ର ସହ 50, 476 ପ୍ରଶ୍ନ ରହିଥିଲା । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 60 ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.