ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Mar 6, 2021, 7:00 AM IST

Updated : Mar 6, 2021, 7:22 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ବଡ ଖବର

1. ଆଜି ଗୁଜୁରାଟର କେବାଡିଆରେ ମିଳିତ କମାଣ୍ଡରସ୍ତରୀୟ କନଫରେନ୍ସରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।

2. ଆଜିଠୁ ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

3. ଆଜି କେରଳ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

4. କୃଷକ ଆନ୍ଦୋଳନକୁ 100 ଦିନ । ପଶ୍ଚିମାଞ୍ଚଳ ପେରିଫେରାଲ ଏକ୍ସପ୍ରେସ ୱେକୁ ଅବରୋଧ କରିବେ ଚାଷୀ ।

5. ଆଜି ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟ ଆବେଦନର ଶେଷ ତାରିଖ । 15ରୁ 18 ପର୍ଯ୍ୟନ୍ତ ପରୀକ୍ଷା ।

6. ଆଜି ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ବଡଦାଣ୍ଡ ସେବା କାର୍ଯ୍ୟକ୍ରମ ।

7. ଆଜି ବନ୍ଦ ରହିବ ହାଇକୋର୍ଟ । ରାଜ୍ୟର ସମସ୍ତ ସବଅର୍ଡିନେଟ କୋର୍ଟ ଓ ଟ୍ରିବ୍ୟୁନାଲ ମଧ୍ୟ ରହିବ ବନ୍ଦ ।

8. ଆଜି ପାକିସ୍ତାନ ସଂସଦରେ ବହୁମତ ସାବ୍ୟସ୍ତ କରିବେ ଇମ୍ରାନ ସରକାର ।

9. ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟର ଆଜି ତୃତୀୟ ଦିନ । ଭାରତର ପଲ୍ଲା ଭାରି ।

10. ଆଜି ISLର ଦ୍ବିତୀୟ ସେମିଫାଇନାଲ । ନର୍ଥଇଷ୍ଟ ୟୁନାଇଟେଡ ଓ ଏଟିକେ ମୋହନ ବାଗନ ମଧ୍ୟରେ ହେବ ଟକ୍କର ।

Last Updated : Mar 6, 2021, 7:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.