ETV Bharat / bharat

INDIA CORONA: ଦିନକରେ 30,948 ଆକ୍ରାନ୍ତ ଚିହ୍ନଟ, 403 ମୃତ - corona update

ଦେଶରେ କମିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ହଜାର 948 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ତୁଳନାରେ 10.18 ପ୍ରତିଶତ ହ୍ରାସ ପାଇଛି । ଅଧିକ ପଢନ୍ତୁ...

INDIA CORONA: ଦିନକରେ 30,948 ଆକ୍ରାନ୍ତ ଚିହ୍ନଟ, 403 ମୃତ

author img

By

Published : Aug 22, 2021, 10:13 AM IST

ନୂଆଦିଲ୍ଲୀ: ଦେଶରେ କମିବାରେ ଲାଗିଛି କୋରୋନା ସଂକ୍ରମଣ । ୪ ଲକ୍ଷ ଟ୍ରେଣ୍ଡ ପରେ ଏବେ 50 ହଜାର ତଳକୁ ରହୁଛି ଦୈନିକ ସଂକ୍ରମଣ । ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ହଜାର 948 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ତୁଳନାରେ 10.18 ପ୍ରତିଶତ ହ୍ରାସ ପାଇଛି । ଏହାସହ ଦେଶରେ ଗତ 24 ଘଣ୍ଟାରେ 403 ମୃତ୍ୟୁ ରେକର୍ଡ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

  • " class="align-text-top noRightClick twitterSection" data="">

ତେବେ ଗତକାଲିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 24 ଲକ୍ଷ 24 ହଜାର 234 ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 34 ହଜାର 367ରେ ପହଞ୍ଚିଛି । ଦେଶରେ ଏବେ ୩ ଲକ୍ଷ 53 ହଜାର 398ଟି ସକ୍ରିୟ ମାମଲା ରହିଛି । ଯାହା ଦୀର୍ଘ ୧୫୦ ଦିନ ପରେ ସର୍ବନିମ୍ନ । ସେହିପରି ଦେଶରେ କୋରୋନା ସୁସ୍ଥ ହାର 97.57 ପ୍ରିତଶତ ରହିଛି ।

ଗତ 24 ଘଣ୍ଟାରେ 52 ଲକ୍ଷ 23 ହଜାର 612 ଟୀକାକରଣ କରାଯାଇଥିବା ବେଳେ ଏଯାବତ 58 କୋଟି 14 ଲକ୍ଷ 89 ହଜାର 377 ଟୀକାକରଣ ସରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.