ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 23, 2022, 9:02 AM IST

1.ଏସୟୁଭି ସହ ଟ୍ରକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୪ ଛାତ୍ରଙ୍କ ମୃତ୍ୟୁ

ଉଜ୍ଜୟିନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏସୟୁଭି ସହ ଟ୍ରକ ଧକ୍କା ହେବା ଫଳରେ ଆଖି ବୁଜିଲେ ୪ ଜଣ ସ୍କୁଲ ଛାତ୍ର ।

2.ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବା ସୂଚନା ଦେଇଛନ୍ତି ସିଡିଏମଓ ଡାକ୍ତର ଅରୁଣ ପାଢ଼ୀ ।

3.Naveen To Visit New Delhi: 5 ଦିନିଆ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, 2 ମାସରେ 3 ଥର

ଚଳିତମାସ 31 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Chief Minister Naveen Patnaik ) 5 ଦିନିଆ ଦିଲ୍ଲୀ ଗସ୍ତରେ (five day visit to New Delhi) ଯିବେ ।

4.ଅଗଷ୍ଟ 25ରେ ତିସ୍ତାଙ୍କ ଜାମିନ ଆବେଦନ ଶୁଣାଣି

ଆସନ୍ତା 25ରେ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦଙ୍କ ଜାମିନ ଆବେନଦ ଶୁଣାଣି ହେବ ।

5.ହୋମ୍ ଲୋନ ସୁଧହାର ବଢାଇଲା LIC ହାଉସିଂ ଫାଇନାନ୍ସ

ହୋମ ଲୋନ ସୁଧହାର ବଢାଇଲା ଏଲଆଇସି ହାଉସିଂ ଫାଇନାନ୍ସ କମ୍ପାନୀ । ହୋମ ଲୋନ ପାଇଁ ଏଣିକି ଦେବାକୁ ପଡିବ ଅଧିକ ସୁଧ ।

6.BJDକୁ NDAରେ ସାମିଲ ହେବାକୁ ଅଠାୱାଲେଙ୍କ ନିବେଦନ

ବିଜେଡିକୁ ଏନ୍‌ଡିଏ ସହ ସାମିଲ ହେବାକୁ କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଅଛନ୍ତି ରାମଦାସ ଅଠାୱାଲେ ।

7.ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ହସ୍ପିଟାଲରେ ପାଣି ନଥିବାରୁ ହୋଇପାରିଲା ନାହିଁ ଡାଏଲିସିସ

ମାଲକାନାଗିରି ଜିଲ୍ଲା ହସ୍ପିଟାଲ ରେ ପାଣି ନଥିବାରୁ କିଡନୀ ରୋଗୀଙ୍କ ହୋଇପାରିଲା ନାହିଁ ଡାଏଲିସିସ ଚିକିତ୍ସା । ଆଠ ଜଣ ରୋଗୀଙ୍କୁ ଘରକୁ ଫେରାଇ ଦେଲେ ଡାକ୍ତର ।

8.କୋରାପୁଟରେ ପୁଣି ବ୍ୟାପୁଛି ଝାଡ଼ାବାନ୍ତି, ୧୬ ଆକ୍ରାନ୍ତ

ପୁଣି କୋରାପୁଟ ଜିଲ୍ଲାକୁ ମାଡ଼ିଛି ଝାଡ଼ାବାନ୍ତି । ଗତ ଚାରିଦିନ ମଧ୍ୟରେ କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ଗ୍ରାମରେ 16 ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।

9.କ୍ବାରେଣ୍ଟିନରେ ଭାରତୀୟ ଫୁଟବଲ

କ୍ବାରେଣ୍ଟିନରେ ଭାରତୀୟ ଫୁଟବଲ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ । କାରଣ ଏବେ ବିଶ୍ବ ଫୁଟବଲ ଜଗତରେ ଭାରତ ଉପରେ ଲାଗିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ।

10.ଖରାରେ ଶୋଉଛନ୍ତି କି, ସାବଧାନ ଏମିତି ବଦଳିଯିବ ଚେହେରା

ବିଦେଶର ଅନେକ ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏହିଭଳି ଖରାରେ, ସୂର୍ଯ୍ୟକିରଣ ଆଗରେ ଶୋଇ ଟ୍ୟାନ୍‌ କରିବା ଜଣେ ମହିଳାଙ୍କୁ ପଡିଛି ମହଙ୍ଗା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.