ETV Bharat / bharat

Uttarakhand Earthquake: ଦେବଭୂମିରେ ଭୂକମ୍ପ ଝଟକା - ଦେବଭୂମିରେ ଭୂକମ୍ପ ଝଟକା

ଦେବଭୂମିରେ ଭୂକମ୍ପ ଝଟକା । ଉତ୍ତରାଖଣ୍ଡର ତେହରି ଗରୱାଲରେ ଭୂକମ୍ପ ଅନୁଭୂତ ହୋଇଛି (earthquake hits Tehri Garhwal) । ଅଧିକ ପଢନ୍ତୁ

ଦେବଭୂମିରେ ଭୂକମ୍ପ ଝଟକା
ଦେବଭୂମିରେ ଭୂକମ୍ପ ଝଟକା
author img

By

Published : Dec 5, 2021, 8:09 AM IST

ଡେରାଡୁନ: ଦେବଭୂମିରେ ଭୂକମ୍ପ ଝଟକା । ଉତ୍ତରାଖଣ୍ଡର ତେହରି ଗରୱାଲରେ ଭୂକମ୍ପ ଅନୁଭୂତ ହୋଇଛି (earthquake hits Tehri Garhwal) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଆକଳନ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ସୂଚନା ଦେଇଛି ।

ରାତି ପାଖିପାଖି ୨ଟା ବେଳକୁ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିବା ଜଣାପଡିଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୈଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଲୋକେ ଭୟଭୀତ ଅଛନ୍ତି ।

ଲଗାତାର କିଛି ଦିନ ହେବ ଅନେକ ସ୍ଥାନରେ ଭୂମିକମ୍ପ ହେଉଥିବା ଆକଳନ ହୋଇଛି । ନଭେମ୍ବର ୩୦ରେ ପୂର୍ବ ଲେହ ଲଦାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଥିଲା । ଏହାର ଠିକ ଗୋଟିଏ ଦିନ ପୂର୍ବରୁ ତାମିଲନାଡୁ ଭେଲୋରରେ 3.6 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହା ପୂର୍ବରୁ ମିଜୋରାମରେ 6.1 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.