ETV Bharat / bharat

ଅମଲାତନ୍ତ୍ର କାର୍ଯ୍ୟରୁ ଲାଭ ପାଇପାରନ୍ତି, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନ ଅନୁକୂଳ - ଅକ୍ଟୋବର 11 ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Oct 11, 2023, 12:05 AM IST

ମେଷ: ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସାଧାରଣ ଏବଂ ସାଂସାରିକ ରହିବ । ଛୋଟ ଧରଣର ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ ଏବଂ ଆପଣ ମାନ୍ଦା, କ୍ଳାନ୍ତ ଏବଂ ଅନ୍‌ଫିଟ୍‌ ଅନୁଭବ କରିପାରନ୍ତି । ଆପଣଙ୍କର ଦୈନଦିନ ବ୍ୟାୟାମ ଅଧିକ କରିବା ଆବଶ୍ୟକ ନାହିଁ। ଭ୍ରମଣ ଯୋଜନାକୁ ଆଗକୁ ଘୁଞ୍ଚାନ୍ତୁ। କାର୍ଯ୍ୟ ସମାପ୍ତ କରିବା ପାଇଁ ଏଣେତେଣେ ଭାଗ ଦୌଡ କରିବା ଅପେକ୍ଷା ଧୀର ମନ୍ତର ଗତିରେ କରନ୍ତୁ ।

ବୃଷ: ଆଜି ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ରହିବ। ଆଜି ଶୁଭ ଫଳ ମିଳିବ। କିନ୍ତୁ ଆପଣଙ୍କର ମନର ଦୃଢବଳ, ମଜଭୁତ ଇଚ୍ଛାଶକ୍ତି ସହିତ ଏହା ଅତ୍ୟନ୍ତ କଷ୍ଟକର ହେବ ନାହିଁ । ଆପଣ ଯେତିକି ଚେଷ୍ଟା କରିବେ, ସେତିକି ଫଳ ପାଇବେ। ଲକ୍ଷ୍ୟହୀନ ଭାବରେ କିଛି କାର୍ଯ୍ୟ କରନ୍ତୁ ନାହିଁ।

ମିଥୁନ: ମୋଟ ଉପରେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ। କିନ୍ତୁ ଭାବିଚିନ୍ତି ଏବଂ ଧ୍ୟାନର ସହିତ ନିବେଶ କରିବା ପାିଁ ପରାମର୍ଶ ଦିଆଯାଉଛି। ଯେଉଁଥିରେ କ୍ଷତି ହେବାର ଅଧିକ ସମ୍ଭାବନା ଅଛି, ସେଥିରେ ନିବେଶ କରନ୍ତୁ ନାହିଁ । ଯଦିଓ ପାଣ୍ଠି ଆପଣଙ୍କ ପାଖରେ ଯେଥେଷ୍ଟ ଭାବରେ ଅଛି, ତେବେ ବି ନ ଭାବି ନ ଚିନ୍ତି କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରୀୟଜନଙ୍କ ସହିତ ମଜା କୌତୁହଳରେ ଦିନଟି କଟିଯିବ ।

କର୍କଟ: ସାଧାରଣ ଭାବରେ ଏହି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ ଏବଂ କୌଣସି ବଡ ଧରଣର ଘଟଣା ଘଟିବ ନାହିଁ । ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ । ଆପଣ କରିଥିବା ପ୍ରଚେଷ୍ଟା କରିବା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଦିନ ସାରା ବ୍ୟସ୍ତତା ଭରା ରହିବ ।

ସିଂହ: ଯଦି ଆପଣ ଆପଣଙ୍କ ଦକ୍ଷତାରେ ବିଶ୍ୱାସ କରିବେ ତେବେ ସବୁ ଠିକ୍‌ ହୋଇଯିବ । ଆପଣ ଯେତେବେଳେ ଅଧିକ ଆତ୍ମବିଶ୍ୱାସ ନିଜର ସମସ୍ତ କାରବାରରେ ପ୍ରଦର୍ଶନ କରିବେ । ଆପଣଙ୍କର ଦୃଢ଼ ଇଚ୍ଛାଶକ୍ତି ଶାନ୍ତ ଏବଂ ସହଜର ସହିତ ସବୁଠାରୁ କଷ୍ଟକର କାର୍ଯ୍ୟ ମଧ୍ୟ ସମାପ୍ତ କରିବାରେ ସମ୍ଭବ କରାଇବ । ସରକାର ସମ୍ପର୍କିତ କାରବାର କିମ୍ୱା ଅମଲାତନ୍ତ୍ର କାର୍ଯ୍ୟରୁ ଆପଣ ଲାଭ ପାଇପାରନ୍ତି ।

କନ୍ୟା: ଦିନସାରା ଆପଣ ଅନେକ ପ୍ରତିକୂଳ ଘଟଣାର ସମ୍ମୁଖୀନ ହେବେ । ଗର୍ବ ଅହଂଭାବ ରଖନ୍ତୁ ନାହିଁ । ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ । ସାଙ୍ଗ ସହ ଶତ୍ରୁତା ହୋଇପାରେ । ତେଣୁ ନଜ ବାକ୍ୟ ଉପରେ ଲଗାମ ରଖିବା ପାଇଁ ପରାମର୍ଶ ଦିଆଯାଉଛି ।

ତୁଳା: ଆଜିର ଦିନ ଆପଣଙ୍କ ପାଇଁ ଫଳପ୍ରଦ ରହିବ । ବିଭିନ୍ନ କ୍ଷେତ୍ରରେ ସଫଳତା ଯୋଗୁଁ ଆପଣଙ୍କର ଆୟରେ ବୃଦ୍ଧି ହେବ ଏବଂ ଆପଣ ଖୁସୀ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆଜି ଆପଣ ବନ୍ଧୁମାନଙ୍କ ସହିତ ଆନନ୍ଦ ବିଳାସରେ ସମୟ କାଟିପାରନ୍ତି କିନ୍ତୁ ଆପଣଙ୍କୁ ଉପକାର ମିଳିବ । ଏକ ପିକ୍‌ନିକ୍‌ ସ୍ଥାନକୁ ଗାଡି ଚଳାଇ ଯାଇପାରନ୍ତି ।

ବିଛା: ଏହି ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାମରେ ଖୁସୀ ଓ ସନ୍ତୁଷ୍ଟ ହେବେ ଏବଂ କାର୍ଯ୍ୟକ୍ଷେତ୍ରରେ ସମ୍ମାନ ପାଇବେ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ । ସଫଳତା ପାଇଁ ଉତ୍ସବ ପାଳନ କରନ୍ତୁ । ଛୁଆମାନେ ମଧ୍ୟ ପାଠପଢ଼ାରେ ଅଗ୍ରଗତି କରିବେ ।

ଧନୁ: ଆଜି ଆପଣ ଦୁର୍ବଳ, ମାନ୍ଦା ଏବଂ ବିରକ୍ତିକର ଅନୁଭବ କରିବେ। ବ୍ୟବସାୟରେ ଅସ୍ଥାୟୀ ସମସ୍ୟା ଆପଣଙ୍କ ଉପରେ ଏବଂ ଆପଣଙ୍କ ମାନସିକ ଶାନ୍ତି ଉପରେ ଭାରି ପଡ଼ିବ । କୌଣସି ଅସୁବିଧା ପରିସ୍ଥିତିରେ, ବିଶେଷ ଭାବରେ ସହକର୍ମୀ ଏବଂ ପ୍ରତିଯୋଗୀଙ୍କ ସହିତ ନିଜକୁ ରଖନ୍ତୁ ନାହିଁ ।

ମକର: ଆଜି ଆକସ୍ମିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ କିମ୍ବା ସାମାଜିକ କାରଣକୁ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି । ରାସ୍ତା କଡ଼ରେ ଥିବା ଢାବାରେ ଖାଇଲାବେଳେ ସତର୍କ ରୁହନ୍ତୁ । ଏହି ସବୁ ପ୍ରତିକୂଳ ଜିନିଷ ପାଇଁ ନିଜର ଅସମ୍ମତି ଦେଖାନ୍ତୁ ଯାହାକି ଆପଣଙ୍କ ଭାବନା ପ୍ରଣାଳୀରେ ପ୍ରତିବନ୍ଧକ ସୃଷ୍ଟି କରିବ ।

କୁମ୍ଭ: ଆଜିଦିନ ଆପଣଙ୍କ ପାଇଁ ପ୍ରେମଭାବ ଏବଂ ଉତ୍ସାହରେ ଭରା ରହିବ । ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆପଣଙ୍କ ପାଇଁ ମ୍ୟାଜିକ ସୃଷ୍ଟି କରିବ ଏବଂ ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ଠିକ୍‌ ସମୟରେ ସମାପ୍ତ କରିବାରେ ସମ୍ଭବ ହେବେ । ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଆଜି ନୂଆ ଗାଡ଼ି କିଣିପାରନ୍ତି ।

ମୀନ: ନକ୍ଷତ୍ରର ପ୍ରଭାବରେ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସନ୍ତୁଳିତ ରହିବ । ଘରେ ଏକ ଶାନ୍ତ ବାତାବରଣ ଏବଂ ଏକ ସହଯୋଗୀ କାର୍ଯ୍ୟ ପରିବେଶ ଆପଣଙ୍କୁ ଖୁସୀ ଏବଂ ସନ୍ତୁଷ୍ଟ କରିବ । ଅକ୍ରୋଶଠାରୁ ଦୂରେଇ ରୁହନ୍ତୁ । ଆଜି ମାଆଙ୍କ ଠାରୁ କିଛି ଶୁଭ ଫଳ ମିଳିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.