ETV Bharat / bharat

ବାତ୍ୟା ୟସ: ମୁମ୍ବାଇରୁ ଭୁବନେଶ୍ବର ଓ କୋଲକାତାକୁ 6ଟି ବିମାନ ବାତିଲ

author img

By

Published : May 26, 2021, 3:08 PM IST

ବାତ୍ୟା ୟସ ପାଇଁ ମୁମ୍ବାଇ ବିମାନବନ୍ଦର ଭୁବନେଶ୍ବର ଓ କୋଲକାତାକୁ ଆଜି(ବୁଧବାର) ଛଅଟି ବିମାନ ବାତିଲ କରିଛି । ଅଧିକ ପଢନ୍ତୁ...

ମୁମ୍ବାଇରୁ ଭୁବନେଶ୍ବର ଓ କୋଲକାତାକୁ 6ଟି ବିମାନ ବାତିଲ

ନୂଆଦିଲ୍ଲୀ: ଓଡିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ୟସ ତାର ତାଣ୍ଡବ ରଚିଛି । ବାତ୍ୟା ପାଇଁ ମୁମ୍ବାଇ ବିମାନବନ୍ଦରରୁ ଭୁବନେଶ୍ବର ଓ କୋଲକାତାକୁ ଆଜି(ବୁଧବାର) ଛଅଟି ବିମାନ ବାତିଲ ହୋଇଛି ।

କେବଳ ଭୁବନେଶ୍ବର ଓ କୋଲକାତାକୁ ଛାଡି ଅନ୍ୟ ସମସ୍ତ ରାଜ୍ୟକୁ ତାଲିକା ଅନୁଯାୟୀ ବିମାନ ଚଳାଚଳ ସ୍ବାଭାବିକ ରହିବ ବୋଲି ବିମାନବନ୍ଦର ମୁଖପାତ୍ର କହିଛନ୍ତି । ସକାଳ 9ଟାରୁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସମୟ 1ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।

ଉପକୂଳ ଓଡିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ୟସ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଓଡିଶାରେ ତାଣ୍ଡବ ରଚିବା ପରେ ଆସନ୍ତାକାଲି ବାତ୍ୟା ୟସ ଝାଡଖଣ୍ଡ ମୁହାଁ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.