ETV Bharat / bharat

ଦେଶର ସୀମା ସଡକ ସଂଗଠନରେ ପ୍ରଥମ ମହିଳା ଅଫିସର ନିଯୁକ୍ତ

ସୀମା ସଡକ ସଙ୍ଗଠନ ଦେଶର ପ୍ରଥମ ମହିଳା ଅଫିସର ଭାବେ ବୈଷ୍ଣବୀ ହିୱେସେଙ୍କୁ ନିଯୁକ୍ତି ଦେଇଛି । ଅଧିକ ପଢନ୍ତୁ...

ଦେଶର ସୀମା ସଡକ ସଂଗଠନରେ ପ୍ରଥମ ମହିଳା ଅଫିସର ନିଯୁକ୍ତ
ଦେଶର ସୀମା ସଡକ ସଂଗଠନରେ ପ୍ରଥମ ମହିଳା ଅଫିସର ନିଯୁକ୍ତ
author img

By

Published : Apr 29, 2021, 9:27 AM IST

ନୂଆଦିଲ୍ଲୀ: ସୀମା ସଡ଼କ ସଙ୍ଗଠନ (BRO) ପ୍ରଥମ ମହିଳା ଅଫିସରଙ୍କୁ ନିଯୁକ୍ତି ଦେଇଛି । ତେବେ ବୈଷ୍ଣବ ଏସ ହିୱେସେ ପ୍ରଥମ ମହିଳା ଅଫିସର ଭାବେ ସଙ୍ଗଠନରେ କମାଣ୍ଡିଂ ଅଫିସର ପଦବୀରେ ନିଯୁକ୍ତି ପାଇଥିବା ବେଳେ ସେ ଭାରତ-ଚୀନ ସୀମାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣକୁ ତଦାରଖ କରିବେ ବୋଲି ବୁଧବାର BRO ସୂଚନା ଦେଇଛି ।

ଦେଶର ସୀମା ସଡକ ସଂଗଠନରେ ପ୍ରଥମ ମହିଳା ଅଫିସର ନିଯୁକ୍ତ
ଦେଶର ସୀମା ସଡକ ସଂଗଠନରେ ପ୍ରଥମ ମହିଳା ଅଫିସର ନିଯୁକ୍ତ

ଏ ସମ୍ପର୍କରେ ବିଆରଓ ଟ୍ବିଟ ମାଧ୍ୟମରେ କହିଛି ଯେ ଭାରତର ପ୍ରଥମ ମହିଳା ଅଫିସର ଭାବେ ବୈଷ୍ଣବୀ ସଙ୍ଗଠନରେ ଯୋଗ ଦେଇଛନ୍ତି । ତେବେ ଏଥିଲାଗି ଦେଶ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି । ସେ ଭାରତ-ଚୀନ ସୀମାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ତଦାରଖ କରିବେ । 2 ଦେଶର ସୀମାକୁ ସଂଯୋଗ କରିବାକୁ ଥିବା 10 ହଜାର ଫୁଟ ରାସ୍ତା ନିର୍ମାଣ କାର୍ଯ୍ୟର ଗୁରୁଦାୟିତ୍ବ ବହନ କରିବେ ବୈଷ୍ଣବୀ ।

ତେବେ ବୈଷ୍ଣବୀଙ୍କୁ ନିଯୁକ୍ତି ନାରୀଶକ୍ତିକୁ ଏକ ଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛି । ଦେଶର ମହିଳା ଏଭଳି ଏକ କଠିନ କାର୍ଯ୍ୟ କରିବାକୁ ଯାଉଥିବା ବେଳେ ସାରା ଦେଶ ଏହାର ସାକ୍ଷୀ ରହିବ ବୋଲି ସଙ୍ଗଠନ ଟ୍ବିଟ ମାଧ୍ୟମରେ କହିଛି । ବୈଷ୍ଣବୀ ମହାରାଷ୍ଟ୍ରର ୱର୍ଦ୍ଧା ଅଞ୍ଚଳରୁ ବୋଲି ଜଣାପଡିଛି । ସେ ଏମଟେକ କରିବା ପରେ କାର୍ଗିଲରେ ଏକ ଚାହିଦା କାର୍ଯ୍ୟକାଳ ସଫଳତାର ସହିତ ସମାପ୍ତ କରିଥିଲେ । ଏହାପରେ ସେ ପ୍ରଥମ ମହିଳା ଅଫିସର ଭାବେ ସଙ୍ଗଠନର ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.