ETV Bharat / bharat

ସ୍ବଚ୍ଛ ଆଇକୋନିକର ତାଲିକାରେ ମହାକାଳେଶ୍ବର ମନ୍ଦିର

ମଧ୍ୟପ୍ରଦେଶର ଉଜ୍ଜୟନୀରେ ଥିବା ମହାକାଳେଶ୍ବର ମନ୍ଦିର, ଭାରତର ପ୍ରତିଷ୍ଠିତ ସ୍ବଚ୍ଛ ଆଇକୋନିକ ସ୍ଥାନ ତାଲିକାରେ ସାମିଲ ହୋଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ସ୍ବଚ୍ଛତା ମହୋତ୍ସବ କାର୍ଯ୍ୟକ୍ରମରେ ଏହି ମନ୍ଦିରକୁ ସମ୍ମାନିତ କରାଯିବ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 6, 2019, 11:34 AM IST

ଉଜ୍ଜୟନୀ: ଦେଶର 12ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ମଧ୍ୟପ୍ରଦେଶର ଉଜ୍ଜୟନୀରେ ଥିବା ବାବା ମହାକାଳଶ୍ବରଙ୍କ ମନ୍ଦିର। ବର୍ତ୍ତମାନ ଏହି ମନ୍ଦିରକୁ ପ୍ରତିଷ୍ଠିତ ସ୍ବଚ୍ଛ ଆଇକୋନିକ ସ୍ଥାନ ତାଲିକାରେ ସାମିଲ ହୋଇଛି । ସ୍ବଚ୍ଛ ଭାରତ ମିଶନ ଫେଜ-2 ଅନ୍ତର୍ଗତ ଜଳଶକ୍ତି, ପାନୀୟ ଜଳ ଏବଂ ସ୍ବଚ୍ଛ ଭାରତ ମନ୍ତ୍ରଣାଳୟ ଭାରତ ସରକାର ପକ୍ଷରୁ ପ୍ରଥମ ରନର ଅଫ ଭାବେ ଘୋଷଣା କରାଯାଇଛି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ସ୍ବଚ୍ଛତା ମହୋତ୍ସବ କାର୍ଯ୍ୟକ୍ରମରେ ମହାକାଳେଶ୍ବର ମନ୍ଦିରକୁ ସମ୍ମାନିତ କରାଯିବ ।

ଏହି ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ମହାକାଳେଶ୍ବର ପ୍ରବନ୍ଧକ ସମିତିର ଅଧ୍ୟକ୍ଷ, ଜିଲ୍ଲାପାଳ ଶଶାଙ୍କ ମିଶ୍ର ଓ ପ୍ରଶାସକ ସୁଜା ସିଂ ରାୱତ ସାମିଲ ହେବେ । ଏହା ପୂର୍ବରୁ ମଧ୍ୟ ପାନୀୟ ଜଳ ଓ ସ୍ବଚ୍ଛ ବିଭାଗ ଭାରତ ସରକାର, ନୂଆଦିଲ୍ଲୀ ଉଜ୍ଜୟନୀ ଏହି ମନ୍ଦିରକୁ ସ୍ବଚ୍ଛତା ଆଇକୋନିକ ସ୍ଥାନ ରୂପେ ଘୋଷଣା କରିଥିଲା।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମହାକାଳେଶ୍ବର ମନ୍ଦିରର ପ୍ରତିଟି କୋଣ ଅନୁକୋଣରେ ସ୍ବଚ୍ଛତା ଓ ସୁନ୍ଦରତା ଦେଖିବାକୁ ମିଳିଥାଏ । ଦେଶ-ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ ଏଠାକାର ସଫାସୁତରା ପରିବେଶ ଦେଖି କେବଳ ପ୍ରସନ୍ନ ନୁହେଁ ବ୍ୟବସ୍ଥାକୁ ନେଇ ମଧ୍ୟ ଭୂରିଭୂରି ପ୍ରଶଂସା କରିଥାନ୍ତି । ଗତ 2 ବର୍ଷ ମଧ୍ୟରେ ମହାକାଳେଶ୍ବର ମନ୍ଦିର ପ୍ରବନ୍ଧକ ସମିତି ମନ୍ଦିରର ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେଇଆସୁଛି । ଯେଉଁଥି ପାଇଁ ମନ୍ଦିରର ସ୍ବଚ୍ଛତାର ପାଇଁ ଆଧୁନିକ ମିଶନକୁ ବ୍ୟବହାର କରୁଛନ୍ତି ।

Intro:उज्जैन महाकालेश्वर मंदिर को भारत के प्रतिष्ठित स्वच्छ आईकॉनिक स्थानों में शामिल

Body:उज्जैन स्वच्छ भारत मिशन के अंतर्गत महाकालेश्वर मंदिर उज्जैन को जल शक्ति मंत्रालय पेयजल एवं स्वच्छ विभाग भारत सरकार नई दिल्ली की ओर से फेस टू मैं फर्स्ट रनरअप स्वच्छ आईकॉनिक स्थान घोषित किया गया है महाकालेश्वर मंदिर प्रबंधक समिति को आज नई दिल्ली के विज्ञान भवन मैं स्वच्छता महोत्सव कार्यक्रम के अंतर्गत सम्मानित किया जाएगा सम्मान ग्रहण करने के लिए महाकालेश्वर प्रबंधक समिति की ओर से अध्यक्ष एवं कलेक्टर शशांक मिश्रा एवं प्रशासक सुजान सिंह रावत कार्यक्रम में सम्मिलित होंगे

Conclusion:उज्जैन महाकालेश्वर मंदिर को पूर्व में बी पेयजल एवं स्वच्छ विभाग भारत सरकार नई दिल्ली की ओर से स्वच्छता आईकॉनिक स्थान घोषित किया जा चुका है द्धादश ज्योतिर्लिंग में से एक भगवान महाकाल मंदिर देश का एक ऐसा मंदिर है जहां पर हर कोने में स्वच्छता एवं सुंदरता दिखाई पड़ती है विगत 2 वर्षों से अधिक समय से महाकालेश्वर मंदिर प्रबंधक समिति द्वारा मंदिर की स्वच्छता पर विशेष ध्यान देते हुए आधुनिक मशीनें से साफ सफाई का कार्य करवाया जा रहा है इसी के लिए स्वच्छता के सभी मानको मैं मंदिर की व्यवस्थाएं खरी उतरी है देश-विदेश से आने वाले श्रद्धालु यहां की साफ-सफाई देखकर ना केवल प्रसन्न होते हैं बल्कि व्यवस्थाओ की सराहना भी करते हैं
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.