ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର... - ପତିପତ୍ନୀ ସାଜିଲେ ପ୍ରେମୀଯୁଗଳ

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର...

author img

By

Published : Jun 24, 2020, 5:00 PM IST

1. ବିଜେଡି ନେତା ବିଷ୍ଣୁ ଦାସ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବରିଷ୍ଠ ନେତା ବିଷ୍ଣୁ ଦାସ ଅସୁସ୍ଥ। ତାଙ୍କର ବ୍ରେନ ଷ୍ଟ୍ରୋକ ହେବ ଯୋଗୁଁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

2.ରଥଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତିଙ୍କ ପୁଣିଥରେ ହେବ କୋରୋନା ଟେଷ୍ଟ

ରଥଯାତ୍ରାରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ କୋରୋନା ଟେଷ୍ଟ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ସଂକ୍ରମଣ ଯେଭଳି ପୁରୀ ସହରରେ ନବ୍ୟାପେ ସେନେଇ ଏହି ପଦକ୍ଷେପ ନିଆଯାଉଛି।

3.ସରକାରଙ୍କ ବିଫଳତା ପ୍ରତିବାଦରେ ୧୩ ବିରୋଧୀ ମେଳି

ରାଜ୍ୟ ସରକାରଙ୍କ କୋରୋନା ପରିଚାଳନା ବିଫଳତା ଏବଂ ଲୋକଙ୍କ ଜୀବନ ଜୀବିକା ର ସୁରକ୍ଷା ଦାବିରେ ଏକାଠି ହୋଇଛନ୍ତି ୧୩ ଟି ବିରୋଧୀ ରାଜନୈତିକ ଦଳ ।

4.କ୍ରେଡିଟ କାର୍ଡ ୟୁଜର୍ସକୁ କୁପନ ଅଫର, ୬୦ ହଜାର ଠକି ନେଲେ ସାଇବର ଠକ

ଅଫର ନାଁରେ ଜଣେ ମହିଳାଙ୍କ ଆକାଉଣ୍ଟରୁ 60 ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ।

5. ଭକ୍ତଙ୍କୁ ଦର୍ଶନ ମନା, ପୁରୀ ନ ଯିବାକୁ ପରାମର୍ଶ ଦେଲେ ଡିଜିପି

ପୁରୀକୁ ଭକ୍ତମାନେ ନଯିବା ଲାଗି ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଅଭୟ ।

6.ପାରୋଲରେ ଅବଦୁର ରେହମାନ: ମା'ର ଅନ୍ତିମ ସଂସ୍କାର ପାଇଁ 4 ଘଣ୍ଟା ମହଲତ

ନିଜ ଘରେ ପହଞ୍ଚିଲା ଅବଦୁର ରେହେମାନ। ମା’ଙ୍କ ମୃତ୍ୟୁ ପରେ କୋର୍ଟଙ୍କ ଅନୁମତି କ୍ରମେ ପାରୋଲରେ ଘରକୁ ଆସିଛି ରେହମାନ।

7.କୋରୋନା ଯୁଦ୍ଧରେ ସାମିଲ ସ୍ବଦେଶୀ ଭେଣ୍ଟିଲେଟର ‘ପ୍ରାଣବାୟୁ’, ଏମ୍ସର ସଫଳ ପରୀକ୍ଷଣ

ଦୁଇ ଅନୁଷ୍ଠାନ ମିଶି ଏକ ‘ପ୍ରାଣବାୟୁ’ ନାମକ ଏକ ଭେଣ୍ଟିଲେଟର ନିର୍ମାଣ କରିଛନ୍ତି । ଏହି ଉପକରଣ କୋଭିଡ-19 ରୋଗୀଙ୍କ ପାଇଁ ବ୍ୟବହାର କରାଯିବ ।

8.ଫରୱାର୍ଡ ପୋଷ୍ଟରେ ସେନା ମୁଖ୍ୟ, ଚୀନ ସଂଘର୍ଷରେ ସାମିଲ ଯବାନଙ୍କୁ କଲେ ସମ୍ମାନିତ

ଆଜି(ବୁଧବାର) ସେନା ମୁଖ୍ୟ ପୂର୍ବ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ସେ ଯବାନଙ୍କୁ ସମ୍ମାନିତ କରିଛନ୍ତି

9. ବାବ ରାମଦେବ-ବାଳକୃଷ୍ଣଙ୍କ ବିରୋଧରେ ମାମଲା ରୁଜୁ

ପତଞ୍ଜଳୀ ଆୟୁର୍ବେଦ ଲିମିଟେଡର ସଂସ୍ଥାପକ ଯୋଗଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

10.ରେଲଓ୍ବେ କୋଭିଡ କେୟାର କୋଚକୁ ପହଞ୍ଚିଲା ପ୍ରଥମ କୋରୋନା ରୋଗୀ

ଦିଲ୍ଲୀର ଶକୁର ବସ୍ତି ସ୍ଥିତ ରେଲଓ୍ବେର କୋଭିଡ କେୟାର ସେଣ୍ଟରରେ ସୋମବାର ପ୍ରଥମ କୋରୋନା ରୋଗୀ ପହଞ୍ଚିଥିବା ନେଇ ରେଳମନ୍ତ୍ରୀ ପିୟୂଷ ଗୋୟେଲ ସୂଚନା ଦେଇଛନ୍ତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.