ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ଖାସ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Dec 31, 2020, 11:08 AM IST

1-ପଞ୍ଚାୟତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ବଲାଙ୍ଗୀର ପୁଇଁତଲା ବ୍ଲକର ପଞ୍ଚାୟତ ଅଧିକାରୀଙ୍କ ଘରେ ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍‌ ।

2-ପଞ୍ଜାବର ଗ୍ୟାଙ୍ଗଷ୍ଟାର ଶୁଖ ବିକରିୱାଲ ଗିରଫ

ଗ୍ୟାଙ୍ଗଷ୍ଟାର ଶୁଖ ବିକରିୱାଲ ଗିରଫ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ତାକୁ ଗିରଫ କରିଛି ।

3-ନୂଆବର୍ଷରେ ନୂଆରୂପ ପାଇବ ଅଠରନଳା

ନୂଆବର୍ଷରେ ନୂଆରୂପ ପାଇବ ଅଠରନଳା। ଏହା ପୂର୍ବରୁ ଆଲୋକମାଳାରେ ଝଲସୁଛି ପୁରୀର ପ୍ରବେଶ ପଥ। ଏଥିସହ ସଫେଇ ଓ ମାଟିପୋତା କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି।

4-ସାକ୍ଷୀପଡା ବିଜୟ ନାଏକ ହତ୍ୟାକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସାକ୍ଷୀପଡା ବିଜୟ ନାଏକ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନାଗ ଗିରଫ ।

5-ଗଛରେ ପିଟି ହେଲା ଗାଡି, ଚାଲିଗଲା 4 ଜୀବନ

ସୋମଗିରିରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

6-ଚରମ ଅବହେଳା, ଅସ୍ତ୍ରୋପଚାରରେ ପ୍ରସୂତି ଦେହରେ ଛୁଞ୍ଚି

ଚରମ ଅବହେଳା । ନୟାଗଡ ଜିଲ୍ଲା ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଷ୍ଟିଚ୍‌ ପଡିବା ପରେ ପ୍ରସୂତି ଦେହରେ ରହିଯାଇଛି ଛୁଞ୍ଚି ।

7-ହାତୀଛୁଆ ଉଦ୍ଧାର ଘଟଣା, ହାତୀପଲକୁ ଟ୍ରାକ୍ କରିବା ପାଇଁ ଉଦ୍ୟମ

ଆନ୍ଧ୍ର-ଓଡିଶା ସୀମାନ୍ତରେ ରହିଥିବା ହାତୀପଲକୁ ନେଇ ଗତ ଦୁଇ ଦିନ ଧରି ସେମାନଙ୍କ ସମସ୍ତ ଗତିବିଧିକୁ ଟ୍ରାକ୍ କରିବା ପାଇଁ ଉଦ୍ୟମ ଜାରି ରଖିଛି ଜଙ୍ଗଲ ବିଭାଗ ।

8-ଟାଟାରେ ଚାକିରି ନାଁରେ ଠକେଇ ପାଇଁ ଷଡଯନ୍ତ୍ର, ମିଟିଂ କରିଥିବା ଲୋକଙ୍କ ଖୋଲିଲେ ଗୁମର

ଟାଟା ମୋଟର୍ସ ଚାକିରି ଠକେଇ ମାମଲାରେ ଅଧିକ ସତ ଓଗାଳିଛି ମଧ୍ୟସ୍ଥି ସାଜିଥିବା ସର୍ବେଶ୍ବର ।

9-ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଗଛରେ ଗାମୁଛା ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ମାଲକାନଗିରି ଜିଲ୍ଲା MV42 ଗାଁର ଏକ ବର ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ।

10-ଆଜି ରାଜକୋଟରେ ଏମ୍ସର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଗୁଜୁରାଟ ରାଜକୋଟରେ ଆଜି ଆଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.