ETV Bharat / bharat

TOP NEWS @11AM, ବର୍ତ୍ତମାନର ବଡ ଖବର - Top News at 11am

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM, ବର୍ତ୍ତମାନର ବଡ ଖବର
TOP NEWS @11AM, ବର୍ତ୍ତମାନର ବଡ ଖବର
author img

By

Published : Jun 24, 2020, 11:02 AM IST

1. ରାଜ୍ୟରେ 282 ନୂଆ କୋରୋନା ପଜେଟିଭ୍‌, ଗଞ୍ଜାମରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ 282ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 5752କୁ ବୃଦ୍ଧି ପାଇଛି । ସେପଟେ ଗଞ୍ଜାମରେ ଆଉ 75ଟି ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଏକ ହଜାର ଟପିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

2. ଦେଶରେ ଗୋଟିଏ ଦିନରେ 465 ମୃତ, ସଂଖ୍ୟା 14,476କୁ ବୃଦ୍ଧି

ଦେଶର ବଢିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା । 24 ଘଣ୍ଟାରେ ସର୍ବାଧିକ 465 ମୃତ । ମୋଟ ମୃତ୍ୟୁ ସଂଖ୍ୟା 14,476କୁ ବୃଦ୍ଧି ।

3. କୋରୋନା ପଜେଟିଭ୍‌ ଥିବା ଟିଏମସି ବିଧାୟକଙ୍କ ଦେହାନ୍ତ

ତୃଣମୂଳ କଂଗ୍ରେସ(ଟିଏମସି) ବିଧାୟକ ତମୋନାଶ ଘୋଷଙ୍କ ଦେହାନ୍ତ । ସେ କୋରୋନା ପଜେଟିଭ୍‌ ଥିବାବେଳେ ତାଙ୍କର ଚିକିତ୍ସା ଚାଲିଥିଲା ।

4. ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବୀଜେ ନୀତି

ଆଜି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟା ଧୂପ ପରେ ଆଡପ ମଣ୍ଡପ ବୀଜେ ନୀତି । ଅଧିକ ପଢନ୍ତୁ...

5. ମଣିପୁର ରାଜନୈତିକ ସଙ୍କଟ; ବିଜେପି-ଏନପିପି ମଧ୍ୟରେ ଆଲୋଚନା

ମଣିପୁରରେ ଦେଖାଦେଇଥିବା ରାଜନୈତିକ ସଙ୍କଟକୁ ପୁଣି ଟ୍ରାକକୁ ଫେରାଇ ଆଣିବାକୁ ଚାଲିଛି ପ୍ରୟାସ । ବିଜେପି ନେତୃତ୍ବାଧୀନ ସରକାରରେ ଦେଖାଦେଇଥିବା ଅସ୍ଥିରତାକୁ ସମାଧାନ କରିବା ଲାଗି ବିଜେପି-ଏନପିପି ମଧ୍ୟରେ ଆଲୋଚନା କରାଯାଉଛି ।

6. ଶସ୍ତା ହେବ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ, ସରକାରଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା

ଭାରତ ସରକାର ଖୁବ୍ ଶୀଘ୍ର ବ୍ରଡବ୍ୟାଣ୍ଡ ସେବାର ଲାଇସେନ୍ସ ଶୁଳ୍କ ହ୍ରାସ କରିବାକୁ ବିଚାର କରୁଛନ୍ତି । ଯାହାପରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ଶସ୍ତା ହେବା ନେଇ ଏକ ଆଶା ପ୍ରକଟ ହୋଇଛି । ଅଧିକ ପଢନ୍ତୁ...

7. ନିଆରା ବାହାଘର: ସଙ୍ଗରୋଧ କେନ୍ଦ୍ରରେ ପତିପତ୍ନୀ ସାଜିଲେ ପ୍ରେମୀଯୁଗଳ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରେମୀଯୁଗଳ ପାଲଟିଲେ ପତିପତ୍ନୀ । ସମସ୍ତଙ୍କର ଉପସ୍ଥିତିରେ ସମ୍ପନ୍ନ ହେଲା ବାହାଘର ।

8. ଚୀନ ପ୍ରତିପକ୍ଷଙ୍କୁ ଭେଟିବେନି ପ୍ରତିରକ୍ଷା ମନ୍ତ୍ରୀ

ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ରୁଷ୍‌ ଗସ୍ତରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ବୋଲି ଲାଗି ରହିଥିବା ଚର୍ଚ୍ଚାରେ ବିରାମ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ଚୀନ ପ୍ରତିପକ୍ଷଙ୍କୁ ଭେଟିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

9. 'ଆଇଏନଏସ ଶିବାଜୀ'ର 12 ନାବିକ କୋରୋନା ଆକ୍ରାନ୍ତ

ଆଇଏନଏସ ଶିବାଜୀର 12 ଜଣ ନାବିକ କୋରୋନାରେ ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତଙ୍କୁ ରଖାଯାଇଛି କ୍ବାରେଣ୍ଟାଇନରେ । ଅଧିକ ପଢନ୍ତୁ...

10. ଆରଜେଡି ଛାଡ଼ି ଜେଡିୟୁରେ ମିଶିଲେ 5 ବିଧାନ ପରିଷଦ ସଦସ୍ୟ

ଆରଜେଡି ବିଧାନ ପରିଷଦର 5 ସଦସ୍ୟ ମଙ୍ଗଳବାର ଇସ୍ତଫା ଦେଇ ଶାସକ ଦଳ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ରେ ଯୋଗ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.