ETV Bharat / bharat

ଅଷ୍ଟମ ଆଶ୍ଚର୍ଯ୍ୟରେ ସ୍ଥାନ ପାଇଲା ‘ଷ୍ଟାଚୁ ଅଫ୍ ୟୁନିଟି’

author img

By

Published : Jan 14, 2020, 1:42 AM IST

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତିକୁ ଅଷ୍ଟମ ଆଶ୍ଚର୍ଯ୍ୟର ମାନ୍ୟତା । ସାଂଘାଇ କର୍ପୋରେସନ ଅରଗାନାଇଜେସନ(SCO) ପକ୍ଷରୁ ଏହି ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

8 wonders of SCO
ଫାଇଲ ଫଟୋ

ହାଇଦ୍ରାବାଦ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତିକୁ ଅଷ୍ଟମ ଆଶ୍ଚର୍ଯ୍ୟର ମାନ୍ୟତା । ସାଂଘାଇ କର୍ପୋରେସନ ଅରଗାନାଇଜେସନ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଶ୍ବର ସବୁଠାରୁ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହେଉଛି ‘ଷ୍ଟାଚୁ ଅଫ୍ ୟୁନିଟି’ ।

8 wonders of SCO
ଫଟୋ ସୌଜନ୍ୟ: ଟ୍ବିଟର

ଏହି ପ୍ରତିମୂର୍ତ୍ତି ଗୁଜୁରାଟର ନର୍ମଦା ନଦୀ ଉପରେ ନିର୍ମାଣ କରାଯାଇଥିବା ସର୍ଦ୍ଦାର ସରୋବର ଡ୍ୟାମକୁ ମୁହଁ କରି ଠିଆ ହୋଇଛି । ଏହାର ଉଚ୍ଚତା ପ୍ରାୟ 597 ଫୁଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2010ରେ ଏହି ପ୍ରତିମୂର୍ତ୍ତିର ନିର୍ମାଣ ପାଇଁ ଘୋଷଣା କରିଥିବାବେଳେ ଏହାର 8 ବର୍ଷ ପରେ 31 ଅକ୍ଟୋବର 2018 ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ସର୍ଦ୍ଦାର ପଟେଲଙ୍କ 143ତମ ଜନ୍ମଜୟନ୍ତିରେ ଏହାକୁ ଉଦଘାଟନ କରାଯାଇଥିଲା ।

ଏହାକୁ ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଟ୍ବିଟ କରି ଜଣାଇଛନ୍ତି ଅଭିନନ୍ଦନ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.