ETV Bharat / bharat

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କଲେ ଶରଦ ପାୱାର

author img

By

Published : Aug 2, 2020, 10:28 AM IST

ଶନିବାର ଏନସିପି ମୁଖ୍ୟ ଶରଦ ପାୱାର ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିଛନ୍ତି। କମ୍ପାନୀ ପରିଦର୍ଶନ କରିବା ପରେ ସେ ଏହି ଗସ୍ତ ସମ୍ପର୍କରେ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।

corona
ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କଲେ ଶରଦ ପାୱାର

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କଲେ ଶରଦ ପାୱାର । ଶନିବାର ଏନସିପି ମୁଖ୍ୟ ଶରଦ ପାୱାର ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିଛନ୍ତି। କମ୍ପାନୀ ପରିଦର୍ଶନ କରିବା ପରେ ସେ ଏହି ଗସ୍ତ ସମ୍ପର୍କରେ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।

ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନେକାର ମିଳିତ ସହଯୋଗରେ ବିକଶିତ କୋରୋନା ଟିକା ଉତ୍ପାଦନ ପାଇଁ ଏସଆଇଆଇ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ।

ଦେଶର କୋରୋନା ମାମଲା ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ମୁମ୍ବାଇ ଏବଂ ପୁଣେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏଣୁ ଏହା ଟିକାର ଫଳପ୍ରଦତା ପରୀକ୍ଷା କରିବାରେ ସହାୟକ ହେବ ବୋଲି ଏସଆଇଆଇ ଗତ ସପ୍ତାହରେ କହିଛି ।ଅଗଷ୍ଟ ଶେଷ ସୁଦ୍ଧା ପୁଣେ ଏବଂ ମୁମ୍ବାଇରେ 4,000ରୁ 5000 ଲୋକଙ୍କୁ ଏହି ଟିକା ଦିଆଯିବ । ଯାହା ଦୁଇ ମାସ ଧରି ଚାଲିବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.