ETV Bharat / bharat

ହାଇଦ୍ରାବାଦ ନାଗାର୍ଜୁନସାଗର ରୋଡରେ ମର୍ମନ୍ତୁଦ ଦୁର୍ଘଟଣା, 5 ମୃତ

author img

By

Published : Sep 4, 2020, 10:58 AM IST

Updated : Sep 4, 2020, 11:10 AM IST

ହାଇଦ୍ରାବାଦ ନାଗାର୍ଜୁନସାଗର ରୋଡରେ ଓଲଟିଲା କାର । ଘଟଣାସ୍ଥଳରେ 5 ମୃତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

road accident in telangana ,5 people shot dead
ହାଇଦ୍ରାବାଦ ନାଗାର୍ଜୁନସାଗର ରୋଡରେ ଓଲଟିଲା କାର, 5 ମୃତ

ହାଇଦ୍ରାବାଦ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି । ନାଲଗୋଣ୍ତା ଜିଲ୍ଲାର ହାଇଦ୍ରାବାଦ ନାଗାର୍ଜୁନସାଗର ରୋଡରେ କାର ଓଲଟି ପଡିବାରୁ ଘଟଣାସ୍ଥଳରେ 4 ଜଣଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଜଣଙ୍କର ଅବସ୍ଥା ଗୁରୁତର ରହିଥିଲା । ହେଲେ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗାଡିଟି ଦୃତଗତିରେ ଥିବାରୁ ଦୁର୍ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତକ 5 ଜଣଙ୍କ ମଧ୍ୟରୁ 3 ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ 2 ଜଣଙ୍କ ପରିଚୟ ମିଳି ନ ଥିବା ସୂଚନା ମିଳିଛି । ତେବେ,ଗାଡିଟି ହାଇଦ୍ରାବାଦରୁ ସାଗରକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 4, 2020, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.