ETV Bharat / bharat

‘ଟଙ୍କାରେ ଲକ୍ଷ୍ମୀଙ୍କ ପ୍ରତିମା ଛାପ, ଅର୍ଥନୀତି ସୁଧୁରିବ’ - ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ

ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ସରକାରଙ୍କୁ ଅର୍ଥନୀତିରେ ସୁଧାର ପାଇଁ ଟଙ୍କାରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା ଛାପିବା ପାଇଁ କହିଛନ୍ତି । ଅଧିକ ପଢନ୍ତୁ...

rajya-sabha-mp-subramanian-swamy-says-govt-to-print-laxmi-photo-on-the-note-currency-improve
ସୁବ୍ରମଣ୍ୟମ ସ୍ବାମୀ ଟଙ୍କାରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା ଛାପିବା ପାଇଁ ସରକାରଙ୍କୁ କହିଲେ
author img

By

Published : Jan 16, 2020, 11:08 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ । ଭାରତର ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ ସରକାରଙ୍କୁ ଏକ ଅଜବ ଉପଦେଶ ଦେଇଛନ୍ତି ସେ । ସରକାରକୁ ଅର୍ଥନୀତିରେ ସୁଧାର ପାଇଁ ଟଙ୍କାରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା ଛାପିବା ପାଇଁ କହିଛନ୍ତି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ।

ମଧ୍ୟପ୍ରଦଶର ଖଣ୍ଡବାରେ ଆୟୋଜିତ ସ୍ବାମୀ ବିବେକାନନ୍ଦଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ସୁବ୍ରମଣ୍ୟମ ସ୍ବାମୀ । ଏହି ଅବସରରେ ଟଙ୍କାରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା ଛାପିବା ପାଇଁ କହିଛନ୍ତି ସେ । ଇଣ୍ଡନୋସିଆର ଟଙ୍କାରେ ଭଗବାନ ଗଣେଶଙ୍କ ପ୍ରତିମା ଛାପିବା ବିଷୟରେ ପ୍ରଶ୍ନରେ ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଏହାର ଉତ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇପାରିବେ । ମୁଁ ଏହାକୁ ସମର୍ଥନ କରେ ଓ ଭଗବାନ ଗଣେଶ ସମସ୍ତ ବାଧା ବିଘ୍ନ ପ୍ରତିବନ୍ଧକୁ ଦୂର କରନ୍ତି ବୋଲି କହିଛନ୍ତି ।

ବିଜେପର ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଧନର ଦେବୀ ଲକ୍ଷ୍ମୀଙ୍କ ଛବି ବ୍ୟାଙ୍କ ନୋଟରେ ଛପାଗଲେ ଭାରତୀୟ ଟଙ୍କାର ସମସ୍ୟା ସୁଧୁରିଯିବ । ଏହାକୁ କେହି ବିରୋଧ କରିବା କଥା ନୁହଁ । ତେବେ ଖୁବ ଶୀଘ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ ଆଇନ ମଧ୍ୟ ଲାଗୁ କରାଯିବ ବୋଲି କହିଛନ୍ତି ।

Intro:Body:

bgbn

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.