ETV Bharat / bharat

ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ ଘଟଣା: ରାଜ୍ୟ ସରକାରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଲେ NHRC - କାର୍ଯାନୁଷ୍ଠାନ

ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟଣାରେ ଜାତୀୟ ମନବାଧିକାର କମିଶନଙ୍କ ହସ୍ତକ୍ଷପ । 4 ସପ୍ତାହ ମଧ୍ୟରେ କାର୍ଯାନୁଷ୍ଠାନ ନେଇ ଜବାବ ରଖିବେ କେନ୍ଦ୍ର ଓ ରାଜ୍ୟ । ଅଧିକ ପଢନ୍ତୁ........

ରାଜ୍ୟ ସରାକରଙ୍କୁ ଜାତୀୟ ମାନବାଧିକାର କମିସନଙ୍କ ରିଚୋର୍ଟ ତଲବ

author img

By

Published : Oct 12, 2020, 5:16 PM IST

Updated : Oct 12, 2020, 5:53 PM IST

ଭୁବନେଶ୍ବର: ଗତ 7 ତାରିଖରେ ରାଜଭବନ ନିକଟରେ ହୋଇଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟଣାରେ ହସ୍ତକ୍ଷପ କରିଛନ୍ତି ଜାତୀୟ ମନବାଧିକାର କମିଶନ (NHRC) । ଏନେଇ କମିଶନଙ୍କ ପକ୍ଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ , ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ସନ ଟେକନ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗତ 7 ତାରିଖରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିଲେ । ଏହି ଘଟଣା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର କଣ କାର୍ଯାନୁଷ୍ଠାନ ନେଇଛନ୍ତି ତାହା ତୁରନ୍ତ ଜାଣାଇବାକୁ ଆୟୋଗ ଚାହିଁଛନ୍ତି । ତେଣୁ 4 ସପ୍ତାହ ମଧ୍ୟରେ କାର୍ଯାନୁଷ୍ଠାନ ବାବଦରେ ଜଣାଇବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 12, 2020, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.