ETV Bharat / bharat

ଛଅ ଅପରାଧୀ ଗିରଫ, 30 କୋଟିର ହେରୋଇନ୍ ଜବତ - ନୂଆଦିଲ୍ଲୀରୁ 30 କୋଟି ଟଙ୍କାର ହେରୋଇନ୍ ଜବତ

ଗତ ଶୁକ୍ରବାର ନୂଆଦିଲ୍ଲୀରେ 6 ଜଣ ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ପ୍ରାୟ 30 କୋଟି ଟଙ୍କାର ଆଫଗାନ୍ ହେରୋଇନ୍ ଜବତ ହୋଇଥିବା ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି।

ଫଟୋ ସୌଜନ୍ୟ; ଇଟିଭି ଭାରତ
author img

By

Published : Sep 14, 2019, 2:31 PM IST

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ(ଏନସିବି) ମିଳିଛି ଏକ ବଡ ସଫଳତା । ଗତ ଶୁକ୍ରବାର 6 ଜଣ ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ 30 କୋଟି ଟଙ୍କାର ଆଫଗାନ୍ ହେରୋଇନ୍ ଜବତ କରାଯାଇଛି।

ଗତ କିଛି ଦିନ ହେବ ଆଫଗାନିସ୍ତାନ ଏବଂ ନାଇଜେରିଆର ହେରୋଇନ କଣ୍ଟ୍ରୋଲ ଟିମ୍ ନୂଆଦିଲ୍ଲୀରେ ନିଶା ଔଷଧ କାରବାର କରୁଥିଲେ। ଏନେଇ ଖବର ପାଇବା ପରେ ଗତ ଶୁକ୍ରବାର ଏନସିବି ପକ୍ଷରୁ ନୂଆଦିଲ୍ଲୀରେ ଏକ ଅପରେସନ କରାଯାଇଥିଲା। ଏଭଳି ବେଆଇନ କାରବାରରେ ସମ୍ପୃକ୍ତ ଥିବା 6 ଜଣ ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କର ପାଖରୁ ପ୍ରାୟ 30 କୋଟି ଟଙ୍କାର ଆଫଗାନ୍ ହେରୋଇନ୍ ଜବତ ହୋଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.