ETV Bharat / bharat

ଶ୍ରୀଲଙ୍କା ସହ ଦ୍ବିପାକ୍ଷିକ ସମ୍ପର୍କକୁ ସମୀକ୍ଷା କରିବାକୁ ଆଗ୍ରହୀ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାର ପ୍ରତିପକ୍ଷ ମହିନ୍ଦା ରାଜପକ୍ଷଙ୍କ ସହ ଭର୍ଚୁଆଲ୍ ସାକ୍ଷାତ କରିବେ ।

author img

By

Published : Sep 24, 2020, 12:00 PM IST

ମହିନ୍ଦା ରାଜପକ୍ଷ
ମହିନ୍ଦା ରାଜପକ୍ଷ

ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ସହ ଭର୍ଚୁଆଲ୍ କଥାବାର୍ତ୍ତା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ ସେ ମିଳିତ ଭାବରେ ସେମାନଙ୍କର ଦ୍ବିପାକ୍ଷିକ ସମ୍ପର୍କକୁ ସମୀକ୍ଷା କରିବା ପାଇଁ ଅପେକ୍ଷା କରିଛନ୍ତି । କୋଭିଡ ପରେ ଦୁଇ ଦେଶ ସେମାନଙ୍କ ସହଯୋଗକୁ ଆହୁରି ବଢିବ ।

ରାଜପକ୍ଷ ଟ୍ବିଟ କରି କହିଛନ୍ତି, ‘26 ସେପ୍ଟେମ୍ବରରେ ହେବାକୁ ଥିବା ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗାଯୋଗ କରିବାକୁ ଅପେକ୍ଷା କରିଛି । ରାଜନୀତି, ଅର୍ଥନୀତି, ପ୍ରତିରକ୍ଷା, ପର୍ଯ୍ୟଟନ ତଥା ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ଆମ ଦେଶ ମଧ୍ୟରେ ବହୁମୁଖୀ ଦ୍ବିପାକ୍ଷିକ ସମ୍ପର୍କ ସମୀକ୍ଷା କରିବାକୁ ଆଶା କରୁଛୁ’ ।

  • Looking forward to interacting with PM @narendramodi at the virtual summit scheduled for 26th September. We expect to review the multifaceted bilateral relationship between our nations, ranging from politics, economics, defense, tourism and other areas of mutual interest. https://t.co/Q4ElQuhmCT

    — Mahinda Rajapaksa (@PresRajapaksa) September 23, 2020 " class="align-text-top noRightClick twitterSection" data=" ">

ମୋଦି ଉତ୍ତର ଦେଇ କହିଛନ୍ତି, ‘ଧନ୍ୟବାଦ, ରାଜପକ୍ଷ ଜୀ । ମୁଁ ମଧ୍ୟ ଆମର ଦ୍ବିପାକ୍ଷିକ ସମ୍ପର୍କକୁ ବିସ୍ତୃତ ଭାବରେ ସମୀକ୍ଷା କରିବାକୁ ଅପେକ୍ଷା କରିଛି। କୋଭିଡ ପରେ ଆମର ସହଯୋଗକୁ ଆହୁରି ବଢାଇବାକୁ ଚେଷ୍ଟା କରାଯିବ ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.