ETV Bharat / bharat

ଯମୁନୋତ୍ରୀ ହାଇଓ୍ବରେ ଲାଗି ରହିଛି ଭୂସ୍ଖଳନ, ଫସି ରହିଛନ୍ତି ଅନେକ ଯାତ୍ରୀ - ଉତ୍ତରାଖଣ୍ଡରେ ମୌସୁମୀ ବର୍ଷା ଜାରି

କ୍ରମାଗତ ଭାବେ ପାହାଡରୁ ପଥର ଖସୁଥିବାରୁ ରାସ୍ତା ସଫା ହେବାରେ ଅସୁବିଧା ସୃଷ୍ଟି ହେଉଛି । ଏପଟେ ଲୋକମାନେ ସେହି ହାଇଓ୍ବରେ ଗାଡି ସହ ଫସି ରହିଛନ୍ତି ।

ଯମୁନୋତ୍ରୀ ହାଇଓ୍ବରେ ଲାଗି ରହିଛି ଭୂସ୍ଖଳନ, ଫସି ରହିଛନ୍ତି ଅନେକ ଯାତ୍ରୀ

author img

By

Published : Aug 24, 2020, 8:34 PM IST

ଡେରାଡୁନ: ଅଗଷ୍ଟ ମାସ ସରିବା ଉପରେ କିନ୍ତୁ ଉତ୍ତରାଖଣ୍ଡରେ ମୌସୁମୀ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ପାହଡମାନଙ୍କରେ ଫାଟ ସୃଷ୍ଟି ହେଉଛି । ଯାହାଫଳରେ ପାହାଡରୁ ପଥର ଖଣ୍ଡ ଖସି ହାଇଓ୍ବେରେ ପଡୁଛି । ଏଥିସହ ଭୂସ୍ଖଳନ ମଧ୍ୟ ହେଉଛି ।

ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ପାଲଟିଛି ଯମୁନୋତ୍ରୀ ହାଇଓ୍ବେ । ସୋମବାର କୁଥନୌର ନିକଟତର ଋଷିକେଶ-ଯମୁନେତ୍ରୀ ହାଇଓ୍ବେରେ ଭୂସ୍ଖଳନ ହୋଇଛି । ଫଳରେ ରାସ୍ତା ବନ୍ଦ ରହିଥିଲା । ସ୍ଥାନୀୟ ଅଧିକାରୀ ଜେସିବି ଦ୍ବାରା ରାସ୍ତା ସଫା କରିବାରେ ଲାଗିଛନ୍ତି । କିନ୍ତୁ କ୍ରମାଗତ ଭାବେ ପାହାଡରୁ ପଥର ଖସୁଥିବାରୁ ରାସ୍ତା ସଫା ହେବାରେ ଅସୁବିଧା ସୃଷ୍ଟି ହେଉଛି । ଏପଟେ ଲୋକମାନେ ସେହି ହାଇଓ୍ବରେ ଗାଡି ସହ ଫସି ରହିଛନ୍ତି ।

ତେବେ କୁଥନୌର ନିକଟତର ହାଇଓ୍ବେ ଅବରୋଧ ରହିବା ଦ୍ବାରା 10ରୁ 12ଟି ଗାଁ ତହସିଲ ମୁଖ୍ୟାଳୟ ଠାରୁ ବିଚ୍ଛନ୍ନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.