ETV Bharat / bharat

ଜଙ୍ଗଲରେ ଭୟାବହ ନିଆଁ, ଜଳିଗଲେ ଗୋଟେ ପରିବାର 4 ଜଣ - କୋରୋନା ଭାଇରସର ସଂକ୍ରମଣ

ତାମିଲନାଡୁର ଜଙ୍ଗଲରେ ଭୟାବହ ଅଗ୍ନୀକାଣ୍ଡ । ଜଙ୍ଗଲରେ ନିଆଁ ଲାଗି ବୃକ୍ଷରୋପଣ କର୍ମଚାରୀଙ୍କ ମୃତ୍ୟୁବରଣ କରିଛନ୍ତି । ଏଥିରେ 2ବର୍ଷର ଶିଶୁ ସମେତ 4 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

kurangani-forest-fire-4-including-a-toddler-died
ଜଙ୍ଗଲରେ ନିଆଁ 2ବର୍ଷର ଶିଶୁ ସମେତ 4 ମୃତ୍ୟୁ
author img

By

Published : Mar 25, 2020, 1:02 PM IST

ଚେନ୍ନାଇ: ତାମିଲନାଡୁର ଏକ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ । ଜଙ୍ଗଲରେ ନିଆଁ ଲାଗି ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ଅଛନ୍ତି । କେରଳ-ତାମିଲନାଡୁ ସୀମାନ୍ତର୍ତ୍ତୀ ଏକ ପାର୍ବତ୍ୟ ପାର୍ଶ୍ବରେ ଥିବା ଏକ ଜଙ୍ଗଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ମୃତକ ମାନେ ହେଲେ ବିଜୟମାନି (45), ତାଙ୍କ ପତ୍ନୀ ମହେଶ୍ବରୀ ଦୁଇ ଶିଶୁ ମଞ୍ଜୁଲା ଏବଂ କୃଷ୍ଣ ।

ଜଙ୍ଗଲରେ ନିଆଁ 2ବର୍ଷର ଶିଶୁ ସମେତ 4 ମୃତ୍ୟୁ

ସୂଚନା ଅନୁସାରେ, ମୃତକ ମାନେ କେରଳର ଥେନି ଜିଲ୍ଲା ରସିଙ୍ଗାପୁରମ୍ ଗାଁର ବୋଲି ଜଣାପଡିଛି । ଏମାନେ କାର୍ଡମୋମ ଜଙ୍ଗଲରେ କାମ କରୁଥିଲେ । ହେଲେ କୌଣସି କାରଣ ବଶତଃ ଜଙ୍ଗଲରେ ନିଆଁ ଲାଗି ଯିବା ଯୋଗୁଁ ଏମାନେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଅନ୍ୟ ଆହତ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଜଙ୍ଗଲରେ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା । ହେଲେ ସେମାନଙ୍କୁ ବଞ୍ଚାଇପାରି ନଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.