ETV Bharat / bharat

ସିଏଏକୁ ସମର୍ଥନ ପାଇଁ ପାଣି ବନ୍ଦ; ବିଜେପି ସାଂସଦଙ୍କ ଟ୍ବିଟକୁ ନେଇ ମାମଲା - ବିଜେପି ସାଂସଦଙ୍କ ଟ୍ବିଟ

କର୍ଣ୍ଣାଟକର ଉଡୁପି-ଚିକମାଗାଲୁରର ବିଜେପି ସାଂସଦ ଶୋଭା କରଣ୍ଡଲାଜେ ନିଜ ଟ୍ବିଟରେ କେରଳ ଦ୍ବିତୀୟ କାଶ୍ମୀର ହେବା ପଥରେ ଗତି କରୁଛି। ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରୁଥିବା ହିନ୍ଦୁଙ୍କୁ ଏଠାରେ ପିଇବା ପାଣି ଯୋଗାଣ ବନ୍ଦ କରାଯାଇଛି। ଏହି ଟ୍ବିଟ ପରେ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jan 24, 2020, 2:49 PM IST

ଥିରୁଅନନ୍ତପୁରମ: ବିଜେପି ସାଂସଦଙ୍କ ଟ୍ବିଟକୁ ନେଇ ତାଙ୍କ ବିରୁଦ୍ଧରେ ନିଜ ପଟୁ ଏକ ମାମଲା ରୁଜୁ କରିଛି କେରଳ ପୋଲିସ । କର୍ଣ୍ଣାଟକର ଉଡୁପି-ଚିକମାଗାଲୁରର ବିଜେପି ସାଂସଦ ଶୋଭା କରଣ୍ଡଲାଜେ ନିଜ ଟ୍ବିଟରେ କେରଳ ଦ୍ବିତୀୟ କାଶ୍ମୀର ହେବା ପଥରେ ଗତି କରୁଛି । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରୁଥିବା ହିନ୍ଦୁଙ୍କୁ ଏଠାରେ ପିଇବା ପାଣି ଯୋଗାଣ ବନ୍ଦ କରାଯାଉଛି। ଏହି ଟ୍ବିଟ ପରେ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି ।

ଫଟୋ ସୌଜନ୍ୟ: ଟ୍ବିଟର@ShobhaBJP
ଫଟୋ ସୌଜନ୍ୟ: ଟ୍ବିଟର@ShobhaBJP

କେରଳ ପୋଲିସ ବିଜେପି ସାଂସଦଙ୍କ ବିରୋଧରେ ଧର୍ମ ଓ ଜାତି ଆଧାରରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରୁଛନ୍ତି । ଜାନୁଆରୀ 22ରେ ସାଂସଦ କରିଥିବା ଟ୍ବିଟ ଆଧାରରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ନିଜ ଟ୍ବିଟରେ ସେ ମଲ୍ଲପୁରମର କୁଟ୍ଟିପୁରମ ପଞ୍ଚାୟତର ହିନ୍ଦୁଙ୍କୁ ପାଣି ଯୋଗାଣ ବନ୍ଦ କରାଯାଇଛି। କାରଣ ସେମାନେ ୨୦୧୯ ସିଏଏକୁ ସମର୍ଥନ କରିଥିଲେ।

ଫଟୋ ସୌଜନ୍ୟ:ଏଏନଆଇ

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.