ETV Bharat / bharat

ଜେଏନୟୁ କୁଳପତିଙ୍କୁ ଆକ୍ରମଣ ଘଟଣା: 2 ଛାତ୍ର ନିଲମ୍ବିତ

author img

By

Published : Dec 18, 2019, 1:28 PM IST

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର କୁଳପତି ପ୍ରଫେସର ଏମ ଜଗଦିଶ କୁମାରଙ୍କ ଉପରେ ଆକ୍ରମଣ କରିଥିବା ଘଟଣାରେ 2 ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି ।

JNU students attacking VC
ଫାଇଲ ଫଟୋ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର କୁଳପତି ପ୍ରଫେସର ଏମ ଜଗଦିଶ କୁମାରଙ୍କ ଉପରେ ଆକ୍ରମଣ ଘଟଣାରେ 2 ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ଆକ୍ରମଣରେ ସମ୍ପୃକ୍ତ ଏହି ଛାତ୍ରଙ୍କୁ ବିଶ୍ବ ବିଦ୍ୟାଳୟର ସମସ୍ତ ଏକାଡେମୀ ଗତିବିଧି ଏବଂ ହଷ୍ଟେଲରୁ ନିଲମ୍ବିତ କରାଯାଇଛି । ଏହା ସହିତ ସେମାନଙ୍କୁ ଶରଣ ଦେଉଥିବା ଛାତ୍ରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି ।

କୁଳପତି ଏମ ଜଗଦିଶ କୁମାରଙ୍କ ସହ ଶନିବାର କିଛି ଛାତ୍ର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଶନିବାର ଆର୍ଟସ ଆଣ୍ଡ ଅରାସ୍ଥେଟିକ ଆଡମିନଷ୍ଟ୍ରେସନ ବ୍ଲକକୁ ପରୀକ୍ଷାର ଅନୁଧ୍ୟାନ ଲାଗି ଯାଉଥିବା ସମୟରେ କୁଳପତିଙ୍କୁ 10 ରୁ 15 ଜଣ ଛାତ୍ର ଘେରିଥିଲେ । ତାଙ୍କୁ ଶାରୀରିକ ଭାବେ ଆକ୍ରମଣ କରିବାକୁ ପ୍ରୟାସ ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ସୌଭାଗ୍ୟବଶତଃ କିଛି ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେହି ଛାତ୍ରମାନେ ତାଙ୍କ କାରର ଚାବି ଛଡାଇ ନେଇ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ସେ ଚାଲିଯିବା ପରେ ମଧ୍ୟ ତାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା ।

Intro:नई दिल्ली ।

जवाहरलाल नेहरू विश्वविद्यालय में कुलपति प्रो एम जगदीश कुमार पर हमला करने वाले छात्रों की पहचान हो गई है. वहीं जेएनयू प्रशासन ने इन छात्रों के खिलाफ कुलपति पर हमला करने और सभी प्रशासनिक अधिकारियों का घेराव करने के साक्ष्य मिलने के बाद सख्त कार्रवाई करते हुए मामले की जांच पूरी होने तक इन्हें अकादमी गतिविधियों से निलंबित करने, हॉस्टल से निष्कासित करने और जेएनयू परिसर से बाहर रहने की सजा सुनाई है. इसके अलावा अन्य छात्रों को भी निर्देश दिए गए हैं कि यदि किसी ने इन छात्रों को शरण दी तो उसके खिलाफ भी अनुशासनात्मक कार्यवाई की जाएगी.

Body:दो छात्रों पर लगा वीसी से बदसलूकी का आरोप

बता दें कि इन दोनों छात्रों पर शनिवार को कुलपति के साथ बदसलूकी करने का आरोप है. शनिवार को हुई इस घटना को लेकर कुलपति ने बताया था कि जब वे आर्ट्स एंड एस्थेटिक में परीक्षा का जायजा लेने गए थे तो 10 से 15 छात्रों ने उनका घेराव कर लिया था. साथ ही उनकी गाड़ी क्षतिग्रस्त कर डाली और उन्हें भी शारीरिक रूप से क्षति पहुंचाने की कोशिश की. इस दौरान सुरक्षाकर्मियों ने बड़ी मशक्कत से कुलपति को बचाया था. इस घटना की जांच शुरू हो गई है साथ ही उन 2 छात्रों की पहचान कर ली गई है जो इसमें शामिल थे.

निलंबित हुए आरोपी छात्र

बता दें कि इन दोनों छात्रों के खिलाफ कुलपति और विश्वविद्यालय के अधिकारियों का घेराव करने, कुलपति की कार को क्षतिग्रस्त करने और उनके साथ अभद्रता व धक्का-मुक्की करने के सभी साक्ष्य मौजूद हैं. वहीं जेएनयू प्रशासन ने इन दोनों छात्रों को सज़ा देते हुए इन्हें सभी अकादमी गतिविधियों से निलंबित कर दिया है. साथ ही इन्हें हॉस्टल से भी बाहर कर दिया गया है. इसके अलावा इन दोनों छात्रों को जेएनयू परिसर में आने की मनाही हो गई है.

शरण देने वालों को भी मिलेगी सज़ा

वहीं प्रॉक्टर ने सभी छात्रों के निर्देश दिया है कि यदि किसी ने भी दोनों छात्रों को परिसर में जगह दी तो उनके खिलाफ भी सख्त कार्रवाई की जाएगी.

Conclusion:वहीं जेएनयू छात्र संघ ने कुलपति द्वारा दिए गए बयान को झूठा कहा और कहा कि जब छात्रों ने कुलपति से बढ़ी हुई फीस के मुद्दे को लेकर बात करनी चाही तो वह गाड़ी में बैठ कर भाग गए.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.