ETV Bharat / bharat

ଝିଲମିଲ କୋଇଲା ଖଣିରେ ମାଟି ଅତଡା ଧସିଲା: 2 ଶ୍ରମିକ ମୃତ, 10 ଶ୍ରମିକ ଫସିରହିଥିବା ସୂଚନା - ଝିଲମିଲ କୋଇଲା ଖଣି

ଛତିଶଗଡ଼ କୋରିଆ ଜିଲ୍ଲାର ବୈକୁଣ୍ଠ ଅଞ୍ଚଳ ଅନ୍ତର୍ଗତ ଝିଲମିଲ ନାମକ ଏକ କୋଇଲା ଖଣିରେ ମାଟି ଅତଡ଼ା ଧସିଲା । 10 ଶ୍ରମିକ ଫସିରହିଥିବା ଅଶଙ୍କା ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 20, 2019, 12:21 PM IST

ରାୟପୁର: ଛତିଶଗଡ଼ କୋରିଆ ଜିଲ୍ଲାରେ କୋଇଲା ଖଣିରେ ଅଘଟଣ । ଜିଲ୍ଲାର ବୈକୁଣ୍ଠ ଅଞ୍ଚଳ ଅନ୍ତର୍ଗତ ଝିଲମିଲ ନାମକ ଏକ କୋଇଲା ଖଣିରେ ଧସିଲା ମାଟି ଅତଡ଼ା । ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 10 ଜଣ ଶ୍ରମିକ ଫସିଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପାଖାପାଖି 2 ରୁ 3 କିଲୋମିଟର ଗଭୀରରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ସୂଚନା ପାଇ ଉଦ୍ଧାରକାରୀ ଦଳଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଛି । ସେପଟେ ଏସଇସିଏଲର ଅଧିକାରୀ ଏବଂ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Intro:कोरिया
जिले के बैकुंठपुर एरिया अंतर्गत आने वाली झिलमिली खदान का एक हिस्सा धंसा । 10 मजदूरों के अंदर होने की आशंका । दो मजदूरों की मौत की आ रही खबर । लगभग 2 से 3 किमी अंदर की घटना । मौके पर पुलिस बल के साथ एसईसीएल के अधिकारी व कर्मचारियों मौजूद । रेस्क्यू कार्य चालू है ।Body:,Conclusion:,
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.