ETV Bharat / bharat

କୋରୋନା ମାମଲାରେ ଲାଗୁନି ବ୍ରେକ, 24 ଘଣ୍ଟାରେ 76,472 ନୂଆ ଆକ୍ରାନ୍ତ ଚିହ୍ନଟ - କୋରୋନା ମାମଲା

24 ଘଣ୍ଟାରେ ଦେଶରେ 76,472 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,021 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 34,63,973ରେ ପହଞ୍ଚିଛି ।

corona upadate
ଗୋଟିଏ ଦିନରେ 76472 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Aug 29, 2020, 10:14 AM IST

ନୂଆଦିଲ୍ଲୀ: ଦେଶ କୋରୋନା ମାମଲାରେ ଲାଗୁନି ବ୍ରେକ । ଦିନକୁ ଦିନ ଦେଶର ଆଣାୟତ ହେବାକୁବସିଲାଣି କୋରୋନା ସ୍ଥିତି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 76,472 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,021 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 34,63,973ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 26,48,999 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 7,52,424 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଏବେସୁଦ୍ଧା ଦେଶରେ 62,550 ଆକ୍ରାନ୍ତ କୋରୋନାରେ ପ୍ରାଣ ହରାଇଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.