ETV Bharat / bharat

ଦୁବାଇରେ ନିଖୋଜ ପୁଅକୁ ଫେରାଇ ଆଣିବାକୁ ପରିବାରର ନିବେଦନ - ବିଦେଶରେ ପୁଅ ନିଖୋଜ

ଇରାନରେ ନିଖୋଜ ଭାରତୀୟ ନାବିକ । ଦୁବାଇର ଏକ ସିପିଂ କମ୍ପାନୀରେ କାମ କରୁଥିଲେ ଆୟୁଷ ଚୌଧୁରୀ । ଏବେ ନିଖୋଜ ଆୟୁଷକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ନିକଟରେ ଦାବି କରିଛି ତାଙ୍କର ପରିବାର ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 23, 2019, 9:00 PM IST

ନୂଆଦିଲ୍ଲୀ: ବିଦେଶରେ କାମ କରୁଥିବା ପୁଅକୁ ଫେରି ପାଇବାକୁ ଭାରତ ସରକାରଙ୍କୁ ପରିବାରର ଆକୁଳ ନିବେଦନ । ଏହି ନିବେଦନ କରିଛନ୍ତି ଦୁବାଇର ଏକ ସିପିଂ କମ୍ପାନୀରେ କାମ କରୁଥିବା ଆୟୁଷ ଚୌଧୁରୀଙ୍କ ପରିବାର । ସେ ଦୁବାଇରେ କାମ କରୁଥିବାବେଳେ ସେ ଇରାନରେ ନିଖୋଜ ହୋଇଯାଇଛନ୍ତି ।

ଆୟୁଷଙ୍କ ଭାଇ ଶୁଭମଙ୍କ କହିବାନୁଯାୟୀ 17 ଜୁଲାଇରେ ଆୟୁଷ ସମୁଦ୍ରରେ ବୁଡିଯାଇଥିବା ନେଇ ଖବର ମିଳିଥିଲା । ଘଟଣାର 48 ଘଣ୍ଟା ପରେ କମ୍ପାନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କିନ୍ତୁ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରିନଥିଲା ।

Indian sailor missing in iran
ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ଏବେ ଇରାନ ସହାୟତାରେ ଏହି ମାମଲାର ତଦନ୍ତ ଭାରତ ସରକାର କରନ୍ତୁ ଏବଂ ଆୟୁଷଙ୍କୁ ଖୋଜି ଭାରତକୁ ଫେରାଇ ଆଣନ୍ତୁ ବୋଲି ତାଙ୍କ ଭାଇ ଶୁଭମ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.