ETV Bharat / bharat

ଭାରତୀୟ ସେନାର ଅପରେସନ ଲାଲପୁରା: 3 ସନ୍ଦିଗ୍ଧ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

author img

By

Published : Aug 11, 2020, 8:40 AM IST

ଭାରତୀୟ ସେନା ଲାଲପୁରା ଅପରେସନ୍ ଆରମ୍ଭ କରିଛି। ଜାମ୍ମୁ କାଶ୍ମୀରର ଇନପୁଟ ଆଧାରରେ ସୋମବାର ସନ୍ଧ୍ୟାରେ ଏହି ଖବର ମିଳିଛି। ଅପରେସନ ଆଧାରରେ ସେନା ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମାନଙ୍କୁ ପାଖରୁ ମାଗାଜିନ ସହିତ ଏକେ 47, 2ଟି ପିସ୍ତଲ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।

ଭାରତୀୟ ସେନାର ଅପରେସନ ଲାଲପୁରା: 3 ସନ୍ଦିଗ୍ଧ ଗିରଫ, ଏକେ- 47 ଜବତ

ଶ୍ରୀନଗର: ଭାରତୀୟ ସେନା ଲାଲପୁରା ଅପରେସନ୍ ଆରମ୍ଭ କରିଛି। ଜାମ୍ମୁ କାଶ୍ମୀରର ଇନପୁଟ ଆଧାରରେ ସୋମବାର ସନ୍ଧ୍ୟାରେ ଏହି ଖବର ମିଳିଛି। ଅପରେସନ ଆଧାରରେ ସେନା ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ମାଗାଜିନ ସହିତ ଏକେ 47, 2ଟି ପିସ୍ତଲ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।

'' ଓପି ଲାଲପୁରା, # କୁପୱାରା। ଗତକାଲି ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇ ଏଥିରେ ତିନିଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହାସହ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯିବା ସହ ଅପରେସନ୍ ଏବେ ବି ଜାରି ରହିଛି '' ବୋଲି ଭାରତୀୟ ସେନା ପକ୍ଷରୁ ଟ୍ବିଟ କରି କୁହାଯାଇଛି।

ଏହି ସମୟରେ ଜାମ୍ମୁ କାଶ୍ମୀର ପୋଲିସ ସୋମବାର ଉତ୍ତର କାଶ୍ମୀରର ସୋପୋରରେ ଦୁଇଜଣ ଭୂତଳ କର୍ମଚାରୀ (OGW)କୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କୀ ସହଯୋଗୀଙ୍କ ନିକଟରୁ ଗୋଟିଏ ହ୍ୟାଣ୍ଡ୍ ଗ୍ରେନେଡ -1 ଏବଂ ଏକେ 47 ରାଉଣ୍ଡ -20 ସମେତ ପୋଲିସ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।

ଅଭିଯୁକ୍ତମାନେ ଡାରପୋରା ବୋମାଇରେ ନାକା ଯାଞ୍ଚ ସମୟରେ ଧରାପଡିଥିଲେ। ଯାହା ସେନାର 22 ଆରଆର, ଏସଓଜି ସୋପୋରେ, ସିଆରପିଏଫ୍ 92,179 ର ମିଳିତ ଦଳ ଦ୍ୱାରା ଆରମ୍ଭ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.