ETV Bharat / bharat

ଏଲଓସିରେ ମୋର୍ଟାର ସେଲକୁ ନଷ୍ଟ କଲା ଭାରତୀୟ ସେନା - 3 mortar shells rescue in punch sector

ପୁଞ୍ଚ ସ୍ଥିତ କରମାରା ଗାଁରେ ପାକ ମାଡ଼ କରିଥିବା ମୋର୍ଟାର ସେଲକୁ ନଷ୍ଟ କଲା ଭାରତୀୟ ସେନା । ସୋମବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଏହାକୁ ମାଡ କରିଥିଲା ପାକିସ୍ତାନ ସେନା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 22, 2019, 7:30 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଛ ସ୍ଥିତ କରମାରା ଗାଁରେ 3ଟି ମୋର୍ଟାର ସେଲକୁ ନଷ୍ଟ କରିଛି ଭାରତୀୟ ସେନା । ଏହି ମୋର୍ଟାର ସେଲ ଭାରତୀୟ ସେନାକୁ ଟାର୍ଗେଟ କରି ମାଡକରିଥିଲା ପାକିସ୍ତାନ । ସୋମବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ସୀମାକୁ ପାକିସ୍ତାନ ଏହି ମୋର୍ଟାର ମାଡ଼ କରିଥିଲା ।

ସୂଚନା ମୁତାବକ, ପାକିସ୍ତାନୀ ସେନା ସୋମବାର ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପୁଞ୍ଛ ସ୍ଥିତ ଏଲଓସି ସେକ୍ଟର ଅଞ୍ଚଳରେ ଗୁଳିବର୍ଷଣ କରିଥିଲା । ଅନ୍ୟପଟୁ ପାକିସ୍ତାନର ଏଭଳି ଗୋଳାବର୍ଷଣ ପରେ ଏହି ମୋର୍ଟାର ସେଲଗୁଡ଼ିକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.