ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା:ଏନକାଉଣ୍ଟରରେ 4 ଅଭିଯୁକ୍ତ ମୃତ

hyderabad-disha-rape-and-murder-case-police-encounter-4-accused
ଦିଶା ଗଣଦୁଷ୍କର୍ମ-ହତ୍ୟା ଘଟଣା: ଏନକାଉଣ୍ଟରରେ 4 ଅଭିଯୁକ୍ତ ମୃତ
author img

By

Published : Dec 6, 2019, 7:37 AM IST

Updated : Dec 6, 2019, 9:08 AM IST

09:04 December 06

ଦିଶା ଗଣଦୁଷ୍କର୍ମ-ହତ୍ୟା ଘଟଣା: ଏନକାଉଣ୍ଟରରେ 4 ଅଭିଯୁକ୍ତ ମୃତ

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା:ଏନକାଉଣ୍ଟରରେ 4 ଅଭିଯୁକ୍ତ ମୃତ

ହାଇଦ୍ରାବାଦ: ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣା । 4 ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର । 44 ନମ୍ବର ରାଜପଥରେ ଏନକାଉଣ୍ଟର କରିଛି ତେଲେଙ୍ଗାନା ପୋଲିସ । ଏଥିରେ ସମସ୍ତ ଅଭିଯୁକ୍ତ ମୃତ ସୂଚନା ।

ପୋଲିସ ସୂଚନା ଅନୁସାରେ, ତଦନ୍ତରେ ସହଯୋଗ କରିବା ବଦଳରେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ 4 ଅଭିଯୁକ୍ତ । ତେବେ ଯେଉଁ ସ୍ଥାନରେ ଦିଶାଙ୍କୁ ଅଭିଯୁକ୍ତମାନେ ପୋଡି ମାରିଥିଲେ ସମାନ ସ୍ଥାନରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି । 

ଦିଶା ଗଣଦୁଷ୍କର୍ମ-ହତ୍ୟା ଭିଆଇଥିବା 4 ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସର ଏନକାଉଣ୍ଟର ।

07:34 December 06

Intro:Body:

ହାଇଦ୍ରାବାଦ: ଦିଶା ଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର ।

Conclusion:
Last Updated : Dec 6, 2019, 9:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.