ETV Bharat / bharat

ତିହାର ଜେଲରେ କୁମାରସ୍ବାମୀ ଏବଂ ଶିବକୁମାରଙ୍କ ମଧ୍ୟରେ ଭେଟଘାଟ

କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଶିବକୁମାରଙ୍କୁ ସାକ୍ଷାତ କରିଛନ୍ତି ରାଜ୍ଯର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ।

author img

By

Published : Oct 21, 2019, 2:09 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀ ସୋମବାର ତିହାର ଜେଲରେ ଥିବା କଂଗ୍ରେସ ନେତା ଶିବକୁମାରଙ୍କୁ ସାକ୍ଷାତ କରିଛନ୍ତି। ଏବେ ନ୍ୟାୟିକ ହେପାଜତରେ ଅଛନ୍ତି କର୍ଣ୍ଣାଟକ କଂଗ୍ରେସର ଏହି ବରିଷ୍ଠ ନେତା । ତାଙ୍କୁ ସାକ୍ଷାତ ପରେ କୁମାରସ୍ବାମୀ କହିଛନ୍ତି ଯେ, ରାଜନୈତିକ ଏବଂ ବ୍ୟକ୍ତିଗତ ସମ୍ପର୍କ ଭିନ୍ନ ଭିନ୍ନ। ଏହା ମୋର ବ୍ୟକ୍ତିଗତ ସାକ୍ଷାତକାର ଥିଲା । ଏଥିରେ କୌଣସି ରାଜନୀତି ନାହିଁ।

ଏହା ଉପରେ ମତ ରଖି କୁମାରସ୍ବାମୀ କହିଛନ୍ତି ଯେ, ଶିବକୁମାର ରାଜନୈତିକ ଷଡଯନ୍ତ୍ରର ଶୀକାର ହୋଇଛନ୍ତି। ସେ ମାନସିକ ଭାବେ ବହୁତ ଶକ୍ତ । ତାଙ୍କୁ ମୁଁ ସାକ୍ଷାତକରି ବିଶ୍ବାସ ଦେବା ସହ ମାନସିକ ଭାବେ ଆହୁରି ଶକ୍ତ ରହିବାକୁ କହିଛି।

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିବା ପରେ ଆଜି ପୁଣିଥରେ ନିର୍ବାଚନ ଚାଲିଛି ବିଜେପୁର ବିଧାନସଭା ପାଇଁ | ଏହି ଉପନିର୍ବାଚନ ପାଇଁ ବିଜେପୁର ବିଧାନସଭାରେ ବିଜେଡି ଦଳରୁ ଶ୍ରୀମତୀ ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଦଳରୁ ସନଥ ଗଡ଼ତିଆ ଏବଂ କଂଗ୍ରେସ ଦଳରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି |
Body:ବିଜେପୁର ନିର୍ବାଚନ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ କୌଣସି ବାହାର ଅଞ୍ଚଳର ପ୍ରାର୍ଥୀଙ୍କୁ ଜନସାଧାରଣ ବିଜୟୀ କରିବାର ରେକର୍ଡ ନଥିବା ବେଳେ ଗତ ସାଧାରଣ ନିର୍ବାଚନରେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇଏକ ଐତିହାସିକ ବିଜୟୀ କରାଇଥିଲେ ବିଜେପୁରବାସୀ |
ତେବେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିଲା ପରେ ଏଠାକାର ଲୋକେ ଚଳିତ ଉପନିର୍ବାଚନରେ କେଉଁ ଦଳର ପ୍ରାର୍ଥୀଙ୍କୁ ସୁଯୋଗ ଦେବେ ତାହା ଭୋଟ ଫଳାଫଳ ପରେ ଜଣାପଡିବ | ତେବେ ଆଜି ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ମାନଙ୍କର ଭାଗ୍ୟ ପରୀକ୍ଷା ସକାଳ 7 ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରହିଛି |
ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁର ବିଧାନସଭାରେ ସମୁଦାୟ ୨,୨୫୫୬୭ ଭୋଟର ରହିଥିବା ବେଳେ ଚଳିତ ଉପନିର୍ବାଚନରେ ଭୋଟର ସଂଖ୍ୟା ୨,୩୨,୨୬୪ ରହିଛି | ତେବେ ମତ ସଂଗ୍ରହ ପାଇଁ ସମୁଦାୟ ୨୮୫ ଗୋଟି ବୁଥ ର ବ୍ୟବସ୍ଥା କରାଯାଇଛି ଏବଂ ସେଥି ମଧ୍ୟରୁ ୬ ଗୋଟି ସମ୍ବେଦନସିଲ ବୁଥ ମାଓପ୍ରବଣ ଅଞ୍ଚଳରେ ରହିଛି | ତେବେ ସମସ୍ତ ବୁଥ ଗୁଡିକରେ ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଯାଇଛି |Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.