ETV Bharat / bharat

ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ - ଦିଲ୍ଲୀ ବାୟୁ ପ୍ରଦୂଷିତ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ବୁଧବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ‘ଖରାପ’ ବର୍ଗରେ ରେକର୍ଡ କରାଯାଇଛି ।

ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ
ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ
author img

By

Published : Oct 7, 2020, 2:53 PM IST

ନୂଆଦିଲ୍ଲୀ: ପୁଣି ପ୍ରଦୂଷିତ ହେଲା ଦିଲ୍ଲୀ ବାୟୁ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ବୁଧବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ‘ଖରାପ’ ବର୍ଗରେ ରେକର୍ଡ କରାଯାଇଛି ।

ବୁଧବାର ଦିନ 10ଟା ବେଳେ ଦିଲ୍ଲୀ-ଏନସିଆରରେ 225 ମାଇକ୍ରୋଗ୍ରାମ୍ ରେକର୍ଡ କରାଯାଇଛି । ଯାହାକି ସିପିସିବି ତଥ୍ୟ ଅନୁଯାୟୀ ତିନି ମାସ ମଧ୍ୟରେ ସର୍ବାଧିକ ଅଟେ । ତେବେ ସକାଳ 10 ଟାରେ ସହରର ଏକ୍ୟୁଆଇ 207 ରେକର୍ଡ କରାଯାଇଛ । ଯାହା ‘ମଧ୍ୟମ’ବର୍ଗରେ ଅଛି ।

ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.