ETV Bharat / bharat

ମହାରାଷ୍ଟ୍ରରେ 113 ନୂଆ କୋରୋନା ପଜିଟିଭ, ମୋଟ ସଂଖ୍ୟା 748କୁ ବୃଦ୍ଧି

corona live updates of India
ଦେଶରେ 12 ଘଣ୍ଟାରେ 302 ପଜିଟିଭ ମାମଲା, କୋରୋନାରେ ମୃତ୍ୟୁ ସଂଖ୍ୟା 77କୁ ବୃଦ୍ଧି
author img

By

Published : Apr 5, 2020, 10:41 AM IST

Updated : Apr 5, 2020, 7:33 PM IST

19:32 April 05

ମହାରାଷ୍ଟ୍ରରେ 113 ନୂଆ କୋରୋନା ପଜିଟିଭ, ମୋଟ ସଂଖ୍ୟା 748କୁ ବୃଦ୍ଧି

ମହାରାଷ୍ଟ୍ରରେ ରବିବାର 113 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା  748କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

16:01 April 05

ଜମ୍ମୁକାଶ୍ମୀରରେ 14 ନୂଆ କୋରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା 106କୁ ବୃଦ୍ଧି

ଜମ୍ମୁକାଶ୍ମୀରରେ 14 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 106ରେ ପହଞ୍ଚିଛି । ସେହିପରି ରାଜ୍ୟର 82 ଜଣ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ 2 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  

15:38 April 05

ହିମାଚଳପ୍ରଦେଶରେ 13 କୋରୋନା ଭାଇରସ ପଜିଟିଭ

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ: ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ 13 ଟି କୋରୋନା ଭାଇରସ ପଜିଟିଭ ମାମଲା ରିପୋର୍ଟ ହୋଇଛି ।  ସେଥିମଧ୍ୟରେ 6 ଜଣ ଦିଲ୍ଲୀର ତବଲିଗୀ ଜମାତରେ ଯୋଗ ଦେଇଥିବା ଜଣାପଡିଛି ।  

ଆମେ ସମସ୍ତଙ୍କୁ ନିବେଦନ କରୁଛୁ, ଯେଉଁମାନେ ତବଲିଗୀ ଜାମାତରେ ଯୋଗ ଦେଇଥିଲେ, ଆଜି 5 ଟା ସୁଦ୍ଧା ସେମାନଙ୍କ ପରିଚୟ ପ୍ରକାଶ କରନ୍ତୁ । ନଚେତ୍ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ।

15:05 April 05

661କୁ ବୃଦ୍ଧି ପାଇଲା ମହାରାଷ୍ଟ୍ରର କୋରୋନା ପଜିଟିଭ ସଂଖ୍ୟା

ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ: ଆଜି ରାଜ୍ୟରେ 26 ଟି ନୂତନ COVID-19 ପଜିଟିଭ ମାମଲା ରିପୋର୍ଟ ହୋଇଛି । ଫଳରେ ମୋଟ ପଜିଟିଭ ସଂଖ୍ୟା 661 କୁ ପହଞ୍ଚିଛି।

14:58 April 05

ଆନ୍ଧ୍ରପ୍ରଦେଶରେ 12 ଘଣ୍ଟାରେ 24 କୋରୋନା ପଜିଟିଭ, ମୋଟ ସଂଖ୍ୟା 226କୁ ବୃଦ୍ଧି

ଆନ୍ଧ୍ରପ୍ରଦେଶ ସ୍ବାସ୍ଥ୍ୟ ବିଭାଗ: ଆନ୍ଧ୍ରପ୍ରଦେଶରେ 34ଟି ନୂଆ କୋରୋନା ଭାଇରସ ପଜିଟିଭ ମାମଲା ରିପୋର୍ଟ କରାଯାଇଛି । ଏହା ସହ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା 226କୁ ବୃଦ୍ଧି ପାଇଛି ।

10:52 April 05

ତାମିଲନାଡୁରେ 2 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଚେନ୍ନାଇ: ଦୁଇ COVID19 (ଜଣେ 60 ବର୍ଷ ବୟସ୍କ ଏବଂ ଜଣେ 71 ବର୍ଷ ବୟସ୍କ) ରୋଗୀଙ୍କ ଚେନ୍ନାଇରେ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟର କୋରୋନା ମୃତ୍ୟୁ ସଂଖ୍ୟା 5ରେ ପହଞ୍ଚିଛି । ଅନ୍ୟପକ୍ଷରେ ମୋଟ ପଜିଟିଭ ସଂଖ୍ୟା 485 ରହିଛି । ଏନେଇ ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । 

09:28 April 05

ଦେଶରେ 12 ଘଣ୍ଟାରେ 302 ପଜିଟିଭ ମାମଲା, ମୃତ୍ୟୁ ସଂଖ୍ୟା 77କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଗତ 12 ଘଣ୍ଟା ମଧ୍ୟରେ 302ଟି କୋରୋନା ପଜିଟିଭ ମାମଲା ରୁଜୁ ହୋଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 3374 କୁ ବୃଦ୍ଧି ପାଇଛି । ଦେଶରେ  3030 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ 267ଜଣ ସୁସ୍ଥ ହୋଇଛନ୍ତି । ସେହିପରି 77 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।  

Last Updated : Apr 5, 2020, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.