ETV Bharat / bharat

ସର୍କସ ଉପରେ କୋରୋନା ମାଡ, ଫୋନ ରିଚାର୍ଜ ପାଇଁ ନାହିଁ ଟଙ୍କା - corona virus spread

କେରୋନା ଆତଙ୍କ ଖେଳାଇବା ଦିନଠୁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଏଥିରେ ଅଧିକ ପ୍ରଭାବିତ ହୋଇଛି ଲୋକଙ୍କ ମନୋରଞ୍ଜନ କରୁଥିବା ସର୍କସ ବିଭାଗ । ଅଧିକ ପଢନ୍ତୁ...

Circus on the verge of extinction due to corona virus spread
ସର୍କସ ଉପରେ କୋରୋନା ମାଡ
author img

By

Published : Oct 28, 2020, 9:26 AM IST

ନୂଆଦିଲ୍ଲୀ: କୋରୋନା କବଳରେ ଏବେ ସାରା ବିଶ୍ବ । କେରୋନା ଆତଙ୍କରେ ଅନେକଙ୍କ ଜୀବନ ଜୀବିକା ପ୍ରବାଭିତ ହୋଇଛି । କୋରାନା ପାଇଁ ଲକଡାଉନ ହେବା ପରେ ଲୋକମାନଙ୍କ ମନରୋଞ୍ଜନ କରୁଥିବା ସର୍କସ ବିଭାଗ ବିଶେଷ ଭାବରେ ପ୍ରଭାବିତ ହୋଇଛି ।

ଯେଉଁମାନେ ଅନେକଙ୍କ ମୁହଁରେ ହସ ଫୁଟାଉଥିଲେ,ଯାହାଙ୍କ ନିର୍ଦ୍ଦେଶରେ ହୀତୀ,ବାଘ ଓ ଘୋଡା ଅଭିନୟ କରନ୍ତି,ମୃତ୍ୟୁ କୂ୍ଅରେ ନିଜ ଜୀବନକୁ ବାଜି ଲଗାଇ ମୋଟରସାଇକେଲ ଚଲାଇବା ,ଝିଅମାନଙ୍କର ଆଶ୍ଚର୍ଯ୍ୟକର ଷ୍ଟଣ୍ଟ ପ୍ରଦର୍ଶନ କରିବା କୋରୋନା କାଳରୁ ସେ ସବୁ ବନ୍ଦ ହୋଇଛି । ତେବେ ଆଗାମୀ ପୀଢି ପାଇଁ ଏହା ଇତିହାସ ହୋଇଛି ।

ଗତ ମାର୍ଚ୍ଚ 13ରୁ ସର୍କସ ବନ୍ଦ ରହିଥିବା ବେଳେ କିଛି ଲୋକ ଘରକୁ ଫେରିଛନ୍ତି ଓ ଅନେକ ସେହି କ୍ୟାମ୍ପରେ ରହି ନିଜ ପେଟପାଟଣା ପାଇଁ ବେତନ ଶ୍ରମିକ ଭାବରେ କାମ କରୁଥିବା କହିଛନ୍ତି ଏସିଆଡ ସର୍କସ ମ୍ୟାନେଜର ଅନିଲ କୁମାର । ସେ ଆହୁରି କହିଛନ୍ତି ପୂର୍ବରୁ ଆମ ଅବସ୍ଥା ଖରାପ ଥିଲା, ଏବେ ଏ କୋରୋନା ଭୂତାଣୁର ବିସ୍ତାର ଆମ ଅବସ୍ଥା ଆହୁରି ଖରାପ କରିଛି । ଆଗରୁ ରୁଟି ପାଇଁ ରୋଜଗାର କରିବା କଷ୍ଟସାଧ୍ୟ ହେଉଥିଲା ଏବେ ଫୋନରେ ରିଚାର୍ଜ କରିବାକୁ ପାଖରେ ପଇସା ନାହିଁ ।

ଦେଶରେ 150ରୁ 200 ସର୍କସ କେନ୍ଦ୍ର ଥିଲା ଦେଲେ ଅଧିକ ମୂଲ୍ୟ ବୃଦ୍ଧି ହେତୁ କିଛି ବନ୍ଦ ହୋଇଥିବା ବେଳେ କୋରୋନା ପାଇଁ ସରକାର ଜାରି କରିଥିବା ପ୍ରତିବନ୍ଧକ ପାଇଁ ବାକିଗୁଡିକ ବନ୍ଦ ରିହିଛି । ଯଦିଓ ରାଜଧାନୀରେ ଏକ ସର୍କସ ଆସୋସିଏନ ରହିଛି ହେଲେ କମ ଲୋକ ଆସୁଥିବାରୁ ତାହା ଏତେ ଭଲ ଚାଲୁନଥିବା କହିଛନ୍ତି ଅନିଲ କୁମାର ।

ସର୍କସ ଅପରେଟରଙ୍କ କହିବା ଅନୁସାରେ,ସର୍କସ ଏକ ଲାଭଜନକ ବ୍ୟବସାୟ ନୁହେଁ । 10ରୁ 15 ସର୍କସ ବନ୍ଦ ହୋଇଥିବା ହେଲେ କିଛି ସଂଘର୍ଷ କରୁଛନ୍ତି । ଯଦି ସରକାର ଆମ ପ୍ରତି ହୃଷ୍ଟି ନ ଦିଅନ୍ତି ତେବେ ଏହା କେବଳ କାଗଜପତ୍ରରେ ରହିଯିବ ।

କୋରୋନା ମହାମାରୀ ସମୟରୁ ଏନେକ ଅନଲାଇନ ଜରିଆରେ ସର୍କସ ଦେଖାଇବା ଆରମ୍ଭ କରିଛନ୍ତି । ଦେଲେ ଅନଲାଇନରେ ଅଧିକ ଦିନ ସର୍କସ ଦେଖାଇବା ସମ୍ଭବ ନୁହେଁ ତେଣୁ ଆମ ଶିଳ୍ପକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ପଡିବ ବୋଲି କହିଛନ୍ତି ଗ୍ରେଟ୍ ବମ୍ବେ ସର୍କସର ମାଲିକ ସଞ୍ଜୀବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.