ETV Bharat / bharat

ଆଜି ଚକୋଲେଟ ଡେ: ସମ୍ପର୍କ ମିଠା କରିବ ଚକି... - girlfriend

ଆସିଯାଇଛି ପ୍ରେମ ସପ୍ତାହ। ଏହି ସପ୍ତାହ ପ୍ରଥମେ 'ରୋଜ ଡେ' ରୁ ଆରମ୍ଭ ହୋଇଛି। ସମସ୍ତେ ନିଜ ନିଜ ଗାର୍ଲଫ୍ରେଣ୍ଡ ଓ ହବିକୁ ଖୁସି କରିବା ସହ ସରପ୍ରାଇଜ ଦେବାକୁ ବିଭିନ୍ନ ତରିକା ଆପଣାଉଛନ୍ତି।

pic
author img

By

Published : Feb 9, 2019, 1:06 PM IST

ଆସିଯାଇଛି ପ୍ରେମ ସପ୍ତାହ। ଏହି ସପ୍ତାହ ପ୍ରଥମେ 'ରୋଜ ଡେ' ରୁ ଆରମ୍ଭ ହୋଇଛି। ସମସ୍ତେ ନିଜ ନିଜ ଗାର୍ଲଫ୍ରେଣ୍ଡ ଓ ହବିକୁ ଖୁସି କରିବା ସହ ସରପ୍ରାଇଜ ଦେବାକୁ ବିଭିନ୍ନ ତରିକା ଆପଣାଉଛନ୍ତି। ତେବେ ପ୍ରପୋଜ୍‌ ଡେ', ଚକୋଲେଟ ଡେ', ପ୍ରମିଜ ଡେ', ଟେଡି ଡେ', ହଗ ଡେ' ଓ କିସ୍‌ ଡେ' ପରେ ପ୍ରେମ ସପ୍ତାହର ସପ୍ତମ ଦିନ ବା ୧୪ ତାରିଖରେ ପଡିବ ଭାଲେଣ୍ଟାଇନ ଡେ । ଏହି ଡେ କୁ କପୁଲମାନେ ଖାସ କରିବା ପାଇଁ ସାନଦାର ପ୍ଲାନ ପ୍ରସ୍ତୁତ କରିଥାନ୍ତି।

ତେବେ ଫେବୃଆରୀ 9 ତାରିଖ ବା ଆଜି ହେଉଛି ଚକୋଲେଟ ଡେ'। ଏହି ଡେ ରେ ମାର୍କେଟରେ ବିଭିନ୍ନ ପ୍ରକାରର ଚକୋଲେଟ ମିଳିଥାଏ। ଯଦି ଆପଣ ନିଜ ପାର୍ଟନରକୁ ଚକୋଲେଟ ଦେଇ ଖୁସି କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ କେଉଁ ଚକୋଲେଟ ଭଲ ତାକୁ ଧ୍ୟାନରେ ରଖି ଦେବା ଦରକାର। ତେବେ ଆସନ୍ତୁ ଜାଣିବା ସେ ସବୁ ଚକୋଲେଟ ବିଷୟରେ...

ଗ୍ରୀନ ଟି ଚକୋଲେଟ

ଏହି ଚକୋଲେଟର ଫ୍ଲେବର ଅନ୍ୟ ଚକୋଲେଟଠାରୁ ଅଲଗା ହେବା ସହ ଖାଇବାକୁ ବହୁତ ଭଲ ଲାଗେ। ଏହାସହ ସ୍ୱାସ୍ଥ୍ୟ ପାଇଁ ହିତକର ସ୍ବାବ୍ୟସ୍ତ ହୋଇଥାଏ। ତେଣୁ ଏହି ଦିବସରେ ଟି ଫ୍ଲେବର ଚକୋଲେଟ ଗିଫ୍ଟ ଦେବାର 2 ଟି ଫାଇଦା ରହିଛି । ପ୍ରଥମତଃ ତାଙ୍କୁ କିଛି ନୂଆ ଟ୍ରାଏ କରିବାକୁ ମିଳିବ ଏହାସହ ଆଗରୁ ଯଦି ବି ସେ ଏହି ଚକୋଲେଟ ଖାଇଥିବେ ତଥାପି ମଧ୍ୟ ସେ ଇମ୍ପ୍ରେସ ହେବେ।

undefined

ହ୍ୱାଇଟ ଚକୋଲେଟ

ଏହି ଚକୋଲେଟକୁ ମିଲ୍କ ଚକୋଲେଟ ମଧ୍ୟ କୁହାଯାଏ। ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି। ଯାହା ଆମର ହାଡ ମଜଭୁତ୍ କରାଇଥାଏ । ସାଧାରଣତଃ ବୟସ ବଢିବା ସହ ଝିଅ ମାନଙ୍କ ହାଡ ଦୁର୍ବଳ ହେବାରେ ଲାଗିଥାଏ । ତେଣୁ ଅନେକ ସମୟରେ ଡାକ୍ତର କ୍ଯାଲସିୟମ ମେଡିସିନ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏଥିପାଇଁ ଅଧିକାଂଶ ଝିଅ ଚକୋଲେଟ ଖାଇବାକୁ ପସନ୍ଦ କରନ୍ତି ।

ନଟ୍ସ ଚକୋଲେଟ

ଆପଣ ନିଜର ଗାର୍ଲଫ୍ରେଣ୍ଡକୁ ଏହି ଚକୋଲେଟ ଦେଇପାରିବେ। ଏଥିରେ ନଟ୍ସ ପରି ପିନଟ୍ସ,, ଆଲମଣ୍ଡ୍ସ ରହିଥାଏ। ଏହି ସମସ୍ତ ଡ୍ରାଏ ଫ୍ରୁଟ୍ସ ଶରୀର ପାଇଁ ହିତକର ହୋଇଥାଏ ।

ଡାର୍କ ଚକୋଲେଟ

ଝିଅମାନେ ନିଜ ଶରୀରର ଓଜୋନ ପାଇଁ ବହୁତ ସଚେତନ। ତେଣୁ ଆପଣ ନିଜ ପାର୍ଟନରଙ୍କୁ ଡାର୍କ ଚକୋଲେଟ ଦେଇପାରିବେ। ଏହି ଚକୋଲେଟ କେବଳ ଉପହାର ନୁହେଁ ବରଂ ଓଜୋନ ହ୍ରାସ କରାଇବା ସହ ଚିନ୍ତା ଦୂରେଇଦେବ।

ଫ୍ୟାଟ ଫ୍ରି ଚକୋଲେଟ

ଯଦି ଆପଣଙ୍କ ପାର୍ଟନର ମିଠା ଚକୋଲେଟ ପସନ୍ଦ କରୁନଥିବେ ଆପଣ ତାଙ୍କୁ ସୁଗାର ଫ୍ରି ଚକୋଲେଟ ଦେଇପାରିବେ। ଯାହା ଆପଣଙ୍କ ଭଲ ପାଇବାକୁ ମଜ୍ଜବୁତ କରିବା ସହ ମିଠାସ ଭରି ଦେବ।

Intro:Body:

ଆଜି ଚକୋଲେଟ ଡେ: ସମ୍ପର୍କରେ ମିଠା ଭରିବ ଚକି...

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.