ETV Bharat / bharat

ଜିଏସଟି ଏକବିଂଶ ଶତାଦ୍ଦୀର ସବୁଠାରୁ ବଡ ପାଗଳାମି: ସୁବ୍ରମଣ୍ୟମ ସ୍ବାମୀ - ସୁବ୍ରମଣ୍ୟମ ସ୍ବାମୀ

ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ସାମଗ୍ରୀ ଓ ସେବା କର (ଜିଏସଟି)କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଏକବିଂଶ ଶତାଦ୍ଦୀର ଏହା ସବୁଠାରୁ ବଡ ପାଗଳାମି ବୋଲି ସେ ଏହାକୁ ଅଭିହିତ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 19, 2020, 9:07 PM IST

ହାଇଦ୍ରାବାଦ: ବିବାଦୀୟ ଓ ବିତର୍କିତ ବୟାନରେ ସର୍ବଦା ଚର୍ଚ୍ଚାରେ ରହୁଥିବା ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ସାମଗ୍ରୀ ଓ ସେବା କର (ଜିଏସଟି)କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଏକବିଂଶ ଶତାଦ୍ଦୀର ଏହା ସବୁଠାରୁ ବଡ ପାଗଳାମି ବୋଲି ସେ ଏହାକୁ ଅଭିହିତ କରିଛନ୍ତି ।

ଏହାସହ ସ୍ବାମୀ ଆହୁରି କହିଛନ୍ତି ଯେ, ଦେଶ 2030 ସୁଦ୍ଧା ମହାଶକ୍ତିରେ ପରିଣତ ହେବାକୁ ହେଲେ ବାର୍ଷିକ 10 ପ୍ରତିଶତ ଅଭିବୃଦ୍ଧି ହାରରେ ବଢିବା ଦରକାର । ସ୍ବାମୀ ଦିବଙ୍ଗତ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ନିଜ କାର୍ଯ୍ୟକାଳ ସମୟରେ ଦେଶ ପାଇଁ ଆଣିଥିବା ବିଭିନ୍ନ ସୁଧାର ପାଇଁ ଦେଶର ସବୁଠାରୁ ବଡ ନାଗରିକ ସମ୍ମାନ ‘ଭାରତ ରତ୍ନ’ ଦେବା ପାଇଁ ଦାବି କରିଛନ୍ତି ।

ସୁବ୍ରମଣ୍ୟମ ସ୍ବାମୀ ‘ପ୍ରଜ୍ଞା ଭାରତୀ’ ଦ୍ବାରା ‘ଭାରତ-ବର୍ଷ 2030’ ସୁଦ୍ଧା ଆର୍ଥିକ ମହାଶକ୍ତି ସଂଦର୍ଭରେ ଆୟୋଜିତ ଏକ ସମ୍ମିଳନୀରେ ଏଭଳି କହିଛନ୍ତି । ଦେଶରେ ସମୟ ସମୟରେ ଆର୍ଥିକ ଅଭିବୃଦ୍ଧି ହାତ 8 ପ୍ରତିଶତ ବୃଦ୍ଧି ହେଉଛି ମାତ୍ର, କଂଗ୍ରେସ ନେତାଙ୍କ ଦ୍ବାରା ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢିଇବା ପାଇଁ କରାଯାଇଥିବା ସୁଧାର ଆଗରେ ଏବେକାର ପ୍ରୟାସ ପ୍ରଭାବହୀନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.