ETV Bharat / bharat

ହିନ୍ଦୁସ୍ତାନ ସିପୟାର୍ଡରେ ଦୁର୍ଘଟଣା: 11 ମୃତ, ଜଣେ ଆହତ

କ୍ରେନର ଯାଞ୍ଚ ବେଳେ ଏହି ଦୁର୍ଘଟଣା ଘଟି ବିଶାଖାପଟ୍ଟନମସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡରେ 11 ଜଣଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ...

accident-at-visakhapatnam-hindustan-shipyard
ହିନ୍ଦୁସ୍ତାନ ଶିପୟାର୍ଡରେ ଦୁର୍ଘଟଣା, 6 ମୃତ 2 ଆହତ
author img

By

Published : Aug 1, 2020, 1:20 PM IST

Updated : Aug 1, 2020, 4:04 PM IST

ବିଶାଖାପାଟନମ: ବିଶାଖାପାଟନାମ ସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡରେ ଦୁର୍ଘଟଣା । କ୍ରେନ ଖସି ପଡିବାରୁ ଏଥିରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

accident-at-visakhapatnam-hindustan-shipyard
ହିନ୍ଦୁସ୍ତାନ ସିପୟାର୍ଡରେ ଦୁର୍ଘଟଣା: 6 ମୃତ, 2 ଆହତ

ସୂଚନାନୁସାରେ, ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡରେ ଏକ କ୍ରେନ୍ ଖସିପଡିଥିଲା। ଜନସେନା ସମର୍ଥକ ରାମ କୃଷ୍ଣ କହିଛନ୍ତି, ରାତି ପ୍ରାୟ 12ଟାରେ ସିପୟାର୍ଡରେ ଏହି କ୍ରେନ୍ ଦୁର୍ଘଟଣା ଘଟିଥିଲା । ଲୋଡ୍ ପରୀକ୍ଷଣ ସମୟରେ କ୍ରେନ୍ ଖସିପଡିଥିଲା । ଗତ 90 ଦିନ ତଳେ ବିଶାଖାପାଟନମରେ ଏଲଜି ପଲିମର ଗ୍ୟାସ୍ ଲିକ୍ ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ଏହି ଦୁର୍ଘଟଣା ଘଟିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ସୁରକ୍ଷା ଅଡିଟ୍ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ସରକାର ସୁରକ୍ଷା ଅଡିଟ୍ ବ୍ୟବସ୍ଥା କରିବା ଉଚିତ ଏବଂ ଯେଉଁମାନଙ୍କର ସୁରକ୍ଷା ଅଡିଟ୍ କରାଯାଇନାହିଁ ସେମାନଙ୍କ ଲାଇସେନ୍ସ ବାତିଲ କରିବା ଉଚିତ୍ ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡି କ୍ରେନ୍ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଘଟଣାର ସବିଶେଷ ତଥ୍ୟ ଜାଣିବା ପରେ ରେଡ୍ଡି ବିଶାଖାପାଟନମ ଜିଲ୍ଲାପାଳ ତଥା ସିଟି ପୋଲିସ କମିଶନରଙ୍କୁ ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

https://www.etvbharat.com/english/national/state/andhra-pradesh/11-killed-as-crane-collapses-at-hindustan-shipyard-in-visakhapatnam/na20200801130537971

Last Updated : Aug 1, 2020, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.