ETV Bharat / bharat

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ - investigation

ଜଣେ ନାବାଳିକା ସହ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିତାପୁର ଜିଲ୍ଲାର ରୁଦିନ୍ ଗ୍ରାମରେ ।

ଫାଇଲ ଫଟୋ
author img

By

Published : Jun 30, 2019, 7:42 PM IST

ଲକ୍ଷ୍ନୌ: ପୁଣି ଉତ୍ତରପ୍ରଦେଶରେ ଲଜ୍ଜା । ଜଣେ ନାବାଳିକା ସହ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିତାପୁର ଜିଲ୍ଲାର ରୁଦିନ୍ ଗ୍ରାମରେ ।

ପୋଲିସଙ୍କ ଅନୁଯାୟୀ, ଗତ ଜୁନ୍ 26ରେ ଦୁଇ ଜଣ ଯୁବକ ମହିଳାଙ୍କୁ ଇସଲାମିକ୍ ସ୍କୁଲ ମଧ୍ୟରେ ଗଣଦୁଷ୍କର୍ମ କରିଥିଲେ । କିନ୍ତୁ ପୀଡିତାଙ୍କ ବୟାନ ଅନୁଯାୟୀ ତାଙ୍କୁ ସ୍କୁଲ ନିକଟରେ ଥିବା ଫାର୍ମରେ ଗଣଦୁଷ୍କର୍ମ କରାଯାଇଥିଲା ।

ତେବେ ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଥିବା ନେଇ ଆଡିସନାଲ ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ପ୍ରତାପ ସିଂ ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ନେଇ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇନାହାଁନ୍ତି ।

Intro:ପାରାଦୀପ ମେରାଇନ ଥାନ ଅଞ୍ଚଳ ରେ 2ଜଣ ମାନସିକ ବିକାରଗ୍ରସ୍ଥ ଲୋକ ଙ୍କୁ କେହି ପଥର ରେ ଛେଚି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।ମେରାଇନ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ବେହେରା ଙ୍କ ସୂଚନା ଅନୁସାରେ ଆଜି ସକାଳେ ନେହୁର ବଙ୍ଗଳା ମାର୍କେଟ ଠାରୁ କେତେ ମିଟର ଦୂରରେ ଗୋଟେ ମୃତଦେହ ପଡ଼ି ଥିବାବେଳେ ଅନ୍ୟ ଏକ ମୃତଦେହ ଥାନ ପାଖରୁ100 ମିଟର ଦୂରରେ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡେଡ଼ବଡ଼ି କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ଯେ ପୃଥକ ପୃଥକ ପଡିଥିବା ମୃତଦେହ ଗୁଡିକ 2ଜଣ ମାନସିକ ବିକାରଗ୍ରସ୍ଥ,( ପାଗଳ) ର। କେହିଜଣେ ତାଙ୍କୁ ହତ୍ୟା କରିଥାଇ ପରେ ବୋଲି ପାରିପାର୍ଶ୍ବିକ ସ୍ଥିତି ରୁ ପୋଲିସ ଅନୁମାନ କରୁଛି। ବର୍ଷା ଲାଗି ରହିଥିବାରୁ ମୃତ ଦେହ ପାଖରେ ପଡିଥିବା ରକ୍ତଭିଜା ପଥର କୁ ଚିହ୍ନଟ କରିପାରି ନାହିଁ। ପୋଷ୍ଟମଟମ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ସାମ୍ନା କୁ ଆସିବ ବୋଲି। ପୋଲିସ କହିଛି

Body:AVO

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.