ETV Bharat / bharat

ବାୟୁସେନା ଦିବସ: ଥରିବେ ଶତ୍ରୁ, ପରାକ୍ରମ ଦେଖାଇବେ ବାୟୁବୀର

ବାୟୁସେନା ଦିବସ ଅବସରରେ ହିଣ୍ଡନ ଏୟାରବେସରେ ସ୍ବଦେଶୀ ଯୁଦ୍ଧ ବିମାନ, ତେଜସ ମଧ୍ୟ ରାଫେଲ ସହ ପ୍ଲାଇ ପାଷ୍ଟ କରିବ। ଏହା ବ୍ୟତୀତ ସୁଖୋଇ, ମିଗ-29, ମିରାଜ 2000 ଏବଂ ଜାଗୁଆର ମଧ୍ୟ ଆକାଶରେ ଭାରତ ବାୟୁ ଶକ୍ତିର ପରିଚୟ ଦେବେ । ଅଧିକ ପଢନ୍ତୁ...

ବାୟୁସେନା ଦିବସ: ପ୍ରଥମ କରି ରାଫେଲ କରିବ ଶକ୍ତି ପ୍ରଦର୍ଶନ

author img

By

Published : Oct 8, 2020, 8:14 AM IST

Updated : Oct 8, 2020, 8:58 AM IST

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର 88 ତମ ସ୍ଥାପନା ଦିବସ । ଏନେଇ ରାଜଧାନୀ ଦିଲ୍ଲୀ ସ୍ଥିତ ହିଣ୍ଡନ ଏୟାରବେସରେ ଦେଖିବାକୁ ମିଳିବ ବାୟୁସେନା ଶକ୍ତିର ଗର୍ଜନ। ଏଲଏସିରେ ଚୀନ ବିରୋଧରେ ନିଜ ଶକ୍ତିର ପରିଚୟ ଦେବାପରେ ଚଳିତବର୍ଷ ପ୍ରାୟ 56ଟି ଏୟାରକ୍ରାଫ୍ଟ ହିଣ୍ଡନ ଏୟାରବେସରେ ଭାଗ ନେଉଛନ୍ତି । ଏଥର ପ୍ରଥମ କରି ରାଫେଲ ବିମାନ ସାମିଲ ହୋଇଛି । ଏହା ସହ ସୁଖାଇ, ମିଗ 29, ମିରାଜ, ଜାଗୁଆର ଓ ତେଜସ ଆଦି ରହିଛନ୍ତି।

ଆଜି(ଗୁରୁବାର) ହିଣ୍ଡନ ଏୟାରବେସରେ ଫ୍ଲାଇ ପାଷ୍ଟର ଆରମ୍ଭ 'ଆକାଶଗଙ୍ଗା' ଅର୍ଥାତ ଆକାଶରୁ ପାରା-ଜମ୍ପ ସହିତ ହେବ। ଏହି ପାରା-ଜମ୍ପରେ ବିମାନ କର୍ମଚାରୀମାନେ ଏକ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟରୁ ପାରାଚ୍ୟୁଟ ସହ ଜମ୍ପ କରିବେ। ଏହା ପରେ ବାୟୁସେନାମାନେ ଏକ ନିଶାନ-ଟୋଲୀ ସହ ମାର୍ଚ ପାଷ୍ଟ କରିବେ। ଏହା ପରେ ବାୟୁସେନା ହେଭି-ଲିଫ୍ଟ ହେଲିକପ୍ଟର M-17 B5ର ହିଣ୍ଡନ ଏୟାରବେସ ଉପରେ ପ୍ଲାଇ ପାଷ୍ଟର ଆରମ୍ଭ ହେବ ।

M-17 ପରେ ଆସିବ ଆମେରିକାରୁ ନିଆଯାଇଥିବା ହେଭିଲିଫ୍ଟ ହେଲିକପ୍ଟରର୍ସ ଚିନୁକ। ଚିନୁକ ହେଲିକପ୍ଟରର୍ସ ଗୁଡିକ ଫିଲ୍ଡ-ଗନ୍ସ ଯଥା ତୋପ ଏବଂ ଅନ୍ୟାନ୍ୟ ଭାରୀ ସାମଗ୍ରୀ ନେଇଥିବାର ଦେଖିବାକୁ ମିଳିବ । ଏହା ପରେ C-17 ଗ୍ଲୋବମାଷ୍ଟର ଏବଂ IL-76 ସାମରିକ ପରିବହନ ବିମାନ ଆସିବ ।

ଏହାପରେ ଏୟାରବେସରେ C-30 J ସୁପର ହରକ୍ୟୁଲିସ ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ଷ୍ଟେଟିକ-ଡିସପ୍ଲରେ ଦେଖାଯିବ। ଏହି ସମସ୍ତ ହେଲିକପ୍ଟର ଏବଂ କାର୍ଗୋ ବିମାନ ଚୀନ ସହିତ ବର୍ତ୍ତମାନ ଏଲଏସିରେ ମୁକାବିଲା ସମୟରେ ବହୁ ସଂଖ୍ୟକ ସୈନ୍ୟ, ଟ୍ୟାଙ୍କ ତୋପ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ପଠାଇବା ପାଇଁ ବ୍ୟବହୃତ ହୋଇଥିଲା

ହିଣ୍ଡନ ଏୟାରବେସର ଷ୍ଟେଟିକ ଡିସପ୍ଲେରେ ରାଫେଲକୁ ସମସ୍ତଙ୍କ ମଧ୍ୟରେ ସର୍ବାଧିକ ସ୍ଥାନ ଦିଆଯାଇଛି । ଫ୍ଲାଏ ପାଷ୍ଟର ଦୁଇଟି ଗଠନରେ ରାଫେଲଙ୍କୁ ସ୍ଥାନ ଦିଆଯାଇଛି । ପ୍ରଥମଟି ହେଉଛି 'ବିଜୟ' ଏବଂ ଦ୍ବିତୀୟଟି 'ଫାଇଟର ଜେଟ ଥିବାବେଳେ ଟ୍ରାନ୍ସଫର୍ମରରେ ସ୍ବଦେଶୀ ଏଲଏସି-ତେଜସ ଏବଂ ସୁଖୋଇ ଯୁଦ୍ଧ ବିମାନ ରହିବ |

ଷ୍ଟେଟିକ ଡିସପ୍ଲରେ ଅପାଚେ ଆଟାକ ହେଲିକପ୍ଟର, ଆକାଶ ମିଶାଇଲ ସିଷ୍ଟମ, ଟୋହି ବିମାନ ଅଓ୍ବେକ୍ସେ ଏବଂ ସ୍ବଦେଶୀ ରାଡାର ସିଷ୍ଟମ ଓ ରୋହିଣୀ ମଣ୍ଡ ଏହି ହିଣ୍ଡନ ଏୟାରବେସରେ ଦେଖିବାକୁ ମିଳିବେ। ଦର୍ଶକଙ୍କ ପାଇଁ ସ୍ପେଶାଲ ସାରଙ୍ଗ ହେଲିକପ୍ଟର ଏବଂ ସନଲାଇଟ ଜେଟ ଟିମ ମଧ୍ୟ ଏରୋବୋଟିକ୍ସ କରୁଥିବା ଦେଖିବାକୁ ମିଳିବ ।

Last Updated : Oct 8, 2020, 8:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.