ETV Bharat / bharat

ଜମ୍ମୁ-କାଶ୍ମୀର ବଢୁଛି ସଂକ୍ରମଣ: 28 ତାଜା ରିପୋର୍ଟ, ମୋଟ 1317 - ଶ୍ରୀନଗର କୋରୋନା

ସୂଚନା ଏବଂ ଜନସମ୍ପର୍କ ବିଭାଗ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମଙ୍ଗଳବାର 28 ଜଣ କୋରନା ସଂକ୍ରମିତ ରହିଛନ୍ତି । ଜମ୍ମୁ ଡିଭିଜନରୁ 6 ଜଣ ଏବଂ କାଶ୍ମୀର ବିଭାଗର 22 ଜଣ ବୋଲି ସୂଚନା ଦିଆଯାଇଛି ।

J&K COVID-19
J&K COVID-19
author img

By

Published : May 20, 2020, 6:36 AM IST

ଶ୍ରୀନଗର: ଘାଟିରେ ବଢିଚାଲିଛି କୋରୋନାର କରାଳ ପ୍ରକୋପ । ସୂଚନା ଏବଂ ଜନସମ୍ପର୍କ ବିଭାଗ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମଙ୍ଗଳବାର 28 ଜଣ କୋରନା ସଂକ୍ରମିତ ରହିଛନ୍ତି । ଜମ୍ମୁ ଡିଭିଜନରୁ 6 ଜଣ ଏବଂ କାଶ୍ମୀର ବିଭାଗର 22 ଜଣ ବୋଲି ସୂଚନା ଦିଆଯାଇଛି ।

ଜମ୍ମୁ-କାଶ୍ମୀରରେ ଏପର୍ଯ୍ୟନ୍ତ କୋରୋନାରେ 17 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 647 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଜାମ୍ମୁ କାଶ୍ମୀରରେ ପଜେଟିଭ ସଂଖ୍ୟା ବର୍ତ୍ତମାନ 653 ରହିଛି । ସେଥିମଧ୍ୟରୁ 102 ଟି ଜମ୍ମୁ ଡିଭିଜନରେ ଏବଂ 551 ଟି କାଶ୍ମୀର ବିଭାଗରେ ଅଛି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.