ETV Bharat / bharat

ମହାରାଷ୍ଟ୍ର ଡ୍ୟାମ ଭୁଷୁଡି ଘଟଣାରେ ମୃତ୍ୟୁସଂଖ୍ୟା 17କୁ ଛୁଇଁଲା

author img

By

Published : Jul 4, 2019, 9:11 PM IST

ବର୍ଷାରେ ବେହାଲ ମାୟାନଗରୀ । ଅତ୍ୟଧିକ ବର୍ଷା ଯୋଗୁଁ ଉପକୂଳବର୍ତ୍ତୀ କୋଙ୍କଣରେ ଡ୍ୟାମ ଭୁଷୁଡି ପ୍ରାଣ ହରାଇଛନ୍ତି 17 ଜଣ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ବର୍ଷା ବିତ୍ପାତରେ ଭାସୁଛି ମହାରାଷ୍ଟ୍ର । ଉପକୂଳବର୍ତ୍ତୀ କୋଙ୍କଣରେ ଡ୍ୟାମ ଭୁଷୁଡି ପ୍ରାଣ ହରାଇଛନ୍ତି 17 ଜଣ । ପ୍ରବଳ ବର୍ଷା ଯୋଗୁଁ ରତ୍ନଗିରି ଜିଲ୍ଲା ଚିପଲୁନ ତାଲୁକାରେ ଥିବା ତିୱାରି ଡ୍ୟାମ ଭୁଷୁଡି ଘଟଣାରେ ମୃତ୍ୟୁସଂଖ୍ୟା 17ରେ ପହଞ୍ଚିଛି । ସେପଟେ 20 ଲକ୍ଷ କ୍ୟୁବିକ ମିଟର କ୍ଷମତା ରଖୁଥିବା ଡ୍ୟାମ ଭାଙ୍ଗିବା ଯୋଗୁଁ ନିକଟସ୍ଥ ଗାଁ ଗୁଡିକରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି ।

ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 17 ଥିବାବେଳେ ବେସରକାରୀ ଭାବେ ଏହା 23କୁ ପହଞ୍ଚିଛି । ଡ୍ୟାମ ଭାଙ୍ଗିବା ଯୋଗୁଁ 12ଟି ଘର ଭାସିଯାଇଛି । ଅନ୍ଧାର ଓ ଜଳସ୍ତର ବୃଦ୍ଧି ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Intro:Body:

lkjl

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.